Latest Odisha News

BREAKING NEWS

Yearly Archives

2019

କୋରାପୁଟ ଫରେଷ୍ଟ ରେଞ୍ଜରୁ ମାଈ ହାତୀର ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଜିଲ୍ଲା ଘଟଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୟଲମୁଣ୍ଡା ଜଙ୍ଗଲରୁ ବୁଧବାର ରାତିରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କିଛି ସ୍ଥାନୀୟ ବାସିନ୍ଦାମାନେ ଏକ ହାତୀର ମୃତଦେହ ଠାବ କରିବା ପରେ ବନ ବିଭାଗକୁ ଜଣାଇଥିଲେ । ଖବର ପାଇ…

ଇଭିଏମ୍ ମେସିନ୍ ମରାମତିରେ ବିଳମ୍ବ ଯୋଗୁଁ ଘରକୁ ଫେରିଲେ ଭୋଟର୍

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦକ୍ଷିଣ ଓଡିଶାର କିଛି ବୁଥରେ ଅଚଳ ଇଭିଏମ୍ ଓ ଭିଭିପିଏଟି ମେସିନ୍ ମରାମତିରେ ବିଳମ୍ବ ଯୋଗଁ ମତଦାନ ନକରି ଘରକୁ ଫେରିଲେ ଭୋଟର୍ । ରାୟଗଡା ଜିଲ୍ଲାରେ ଭୋଟ୍ ଦେବା ପାଇଁ ବହୁ ସଂଖ୍ୟାରେ…

ଇଭିଏମ୍ ମେସିନ ଅଚଳ ଯୋଗୁଁ କିଛି କେନ୍ଦ୍ରରେ ଭୋଟଦାନ ବିଳମ୍ବ

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦକ୍ଷିଣ ଓଡିଶାର କିଛି ବୁଥରେ ଇଭିଏମ୍ ଓ ଭିଭିପିଏଟି ମେସିନ୍ ଅଚଳ ହେବା ଯୋଗୁଁ ଭୋଟଦାନରେ ବିଳମ୍ବ ଘଟିଛି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ପରବେଡା…

ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ: ୧ମ ପର୍ଯ୍ୟାୟ ଭୋଟ ଗ୍ରହଣରେ ପ୍ରବଳ ଉତ୍ସାହ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ ଗ୍ରହଣ । ଯେଉଁ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାତାମାନେ ବିଭିନ୍ନ ଦଳର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ସେଗୁଡ଼ିକ ହେଲା – କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଏବଂ…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ରାଶି ଫଳ ତା୧୧-୦୪-୨୦୧୯ ଗୁରୁବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୧ ତାରିଖ ଗୁରୁବାର ମୀନ ୨୮ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ତୁଳା କୁମ୍ଭ ରାଶିର ଘାତ ବାର…

ସ୍ମୃତି ମାନ୍ଧନା ଓ ବିରାଟ କୋହଲୀଙ୍କୁ ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ପୁରସ୍କାର

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ କ୍ରିକେଟ ସମ୍ମାନ କହିଲେ ଇଂଲଣ୍ଡର ୱିଜଡ଼େନ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାରକୁ ବୁଝାଇଥାଏ । ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀ ଲଗାତର ୩ୟ ଥର ଲାଗି ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।…

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ‘କାଳିଆ ଯୋଜନା’କୁ କେହି ବନ୍ଦ କରିପାରିବେ ନାହିଁ: ନବୀନ

ସୁନ୍ଦରଗଡ଼: “ଆପଣମାନେ କାଳିଆ ଯୋଜନା ବିଷୟରେ ସମସ୍ତେ ଜାଣନ୍ତି, ଏପର୍ଯ୍ୟନ୍ତ, ପ୍ରାୟ ୪୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ଉପକୃତ ହୋଇପାରିଛନ୍ତି । ମାତ୍ର ବିଜେପି ଏହି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଛି । ଚାଷୀମାନଙ୍କୁ ଆମେ ନ୍ୟାୟ ଦେବାରୁ ବଞ୍ଚିତ କରିବାକୁ ଚେଷ୍ଟା କରୁଛି…

ରାଉରକେଲାରେ ଜବତ ହେଲା ୨୭ ଲକ୍ଷରୁ ଅଧିକ ଟଙ୍କା

ରାଉରକେଲା: ରାଉରକେଲା ବିସ୍ରା ନିକଟବର୍ତ୍ତୀ ମହିପାଣି ଛକରେ ପଞ୍ଜିକୃତ ହୋଇନଥିବା ଏକ ଅଡ଼ି କାରରୁ ବୁଧବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୨୭ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ପୋଲିସ ପକ୍ଷରୁ ଅତର୍କିତ ଭାବରେ ଏକ ଯାନବାହନ ଯାଞ୍ଚ ସମୟରେ ଏହି…

ମୋଦିଙ୍କ ବାୟୋପିକ ରିଲିଜରେ ନିର୍ବାଚନ କମିଶନ ଲଗାଇଲେ ଅଙ୍କୁଶ

ନୂଆଦିଲ୍ଲୀ : ଭାରତ ନିର୍ବାଚନ ଆୟୋଗ ବୁଧବାର ଦିନ ‘ପିଏମ ନରେନ୍ଦ୍ର ମୋଦି’ ବାୟୋପିକ ରିଲିଜ ଉପରେ ରୋକ୍ ଲଗାଇଛନ୍ତି । ଏଥିସହିତ ସାଧାରଣ ନିର୍ବାଚନ ନସରିବା ପୂର୍ବରୁ ଏହି ଫିଲ୍ମକୁ ରିଲିଜ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି। ଏହି ବାୟୋପିକ…

ଓଡିଶାର ୮ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ଭାତୀୟ ପାଣିପାଗ ବିଭାଗ (ଆଇଏମଡି)ର ସତର୍କ ସୂଚନା ଅନୁଯାୟୀ ଓଡିଶାର ୮ଟି ଜିଲ୍ଲାର ଗୋଟିଏ କିମ୍ବା…