Latest Odisha News

BREAKING NEWS

Yearly Archives

2019

କେମିତି?

କେମିତି? ପ୍ରଜ୍ଞା ପାରମିତା ନିମିଷକେ ପାରିଲିନି ଜାଣି ତୁମ ଆଗମନର ସମ୍ବାଦ... ନା ବାରି ପାରିଲି ତୁମ ବାସ୍ନାର ଆଭାସ କେମିତି ଦୃଷ୍ଟି ନିକ୍ଷେପିଲ ଏଇ ପଥଶ୍ରାନ୍ତ ପଥିକ ଉପରେ କେମିତି ଅଣ୍ଡାଳି ପାରିଲ ମୋତେ ଏ ଅଗନା ଅଗନି ବନସ୍ତ ମଧ୍ୟରେ ମୁଁ ତ ହରାଇ ସାରିଥିଲି…

କଂଗ୍ରେସର ନିର୍ବାଚନ ଇସ୍ତାହାର ପ୍ରକାଶ, ମହିଳା ଓ କୃଷକଙ୍କ ପରି ୧୯ଟି ପ୍ରସଙ୍ଗକୁ ଦଳର ଗୁରୁତ୍ୱ

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ଶାଖା ପକ୍ଷରୁ ଇସ୍ତାହାର ପ୍ରକାଶ ପାଇଛି । ଏହି ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ମହିଳା, କୃଷକ, ଯୁବବର୍ଗ ତଥା ଜନଜାତି ଓ ଅନୁନ୍ନତ ଜାତିଙ୍କ ପରି ୧୯ଟି ଗୁରୁତ୍ୱପୂର୍ଣ୍ଣ…

ବିଜେପିର ନିର୍ବାଚନ ଇସ୍ତାହାର ପ୍ରକାଶ, ପୁରୀ ହେବ ଭାରତର ସାଂସ୍କୃତିକ ପ୍ରାଣକେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ମତଦାନ ହେବାର ଅବ୍ୟବହିତ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳର ନିବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ପ୍ରକାଶିତ କରିଛନ୍ତି । ଓଡ଼ିଶାରେ ଦାରିଦ୍ର‌୍ୟତାକୁ ମୂଳୋତ୍ପାଟନ, ଆଦିବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ମହିଳାଙ୍କ ସୁରକ୍ଷା, ସବୁ ଜିଲ୍ଲାରେ…

ଆମ ସାହିତ୍ୟରେ ଭଲକୁ ଭଲ କହିବାପାଇଁ ଲୋକ ନାହାନ୍ତି : ହରପ୍ରସାଦ ଦାସ

ହରପ୍ରସାଦ ଦାସ ଓଡ଼ିଆ କବିତା ଓ ଗଦ୍ୟରଚନାରେ ଜଣେ ଧାରାପ୍ରବର୍ତ୍ତକ । ଅବଶ୍ୟ ଅନେକ ସମୟରେ ଅନେକ କାରଣରୁ ସେ ବିବାଦୀୟ; ତେବେ ତରୁଣ କବିଙ୍କ ପାଇଁ ସେ ଯାହା କରିଛନ୍ତି ଅନ୍ୟ କୌଣସି ପ୍ରବୀଣ ଓଡ଼ିଆ କବି ସେତିକି କରିନାହାନ୍ତି, ଏହା ନିଃସଂଦେହ । ତାଂକ ସହ ସରୋଜ ବଳଙ୍କ ଏକ ବିରଳ ଆଳାପ:…

ବରିଷ୍ଠ ଆଇଏଏସ ଅଧିକାରୀ ଉଷା ପାଢୀଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଉଷା ପାଢୀ, ଯିଏକି ୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ଏବେ ସେ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମତୀ ପାଢୀ ପବନ ହଂସ ଲିମିଟେଡ଼ର ଚେୟାରମ୍ୟାନ ଓ ମ୍ୟାନେଜିଂ ଡ଼ାଇରେକ୍ଟର୍ ଭାବେ ନୂଆ ନିଯୁକ୍ତି ପାଇଛନ୍ତି । କେନ୍ଦ୍ର ସରକାରଙ୍କ ବେସାମରିକ…

ଦଳ ଛାଡ଼ିଲେ ବିଜେଡ଼ି ଷ୍ଟାର୍ କ୍ୟାମ୍ପେନର୍ ରବି ନାରାୟଣ ପାଣି

ଭୁବନେଶ୍ୱର: ପାଲଲହଡ଼ା ବିଧାନସଭା ଆସନ ଲାଗି ଆଶାୟୀ ପ୍ରାର୍ଥୀ ତଥା ବରିଷ୍ଠ ବିଜେଡ଼ି ନେତା ରବି ନାରାୟଣ ପାଣି ରବିବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନବୀନ ନିବାସରେ ନିଜର ଇସ୍ତଫା ପତ୍ର ବିଜେଡ଼ି ସଭାପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ…

ମାଲକାନଗିରିରେ ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପୋଷ୍ଟର ଜାରି

ମାଲକାନଗିରି : ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପକ୍ଷରୁ ଆନ୍ଧ୍ର-ଓଡିଶା ସୀମା ନିକଟସ୍ଥ ଚିତ୍ରକୋଣ୍ଡାର ଅନେକ ସ୍ଥାନରେ ରବିବାର ଦିନ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟର ଓ ବ୍ୟାନର ଗୁଡିକରେ ତେଲୁଗୁ ଓ ଓଡିଶା…

ବାଲେଶ୍ୱର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ମୃତ ଓ ୩ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା କୁନ୍ଦପୁର ନିକଟ ୬୦ ନଂ ଜାତୀୟ ରାଜପଥରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ତୋଫାନୀ ରଣା, ପତ୍ନୀ କଳ୍ପନା ରଣା ହୋଇଥିବାବେଳେ ଅନ୍ୟ ଜଣେ ସୁବି ରଞ୍ଜନ ପରିଡା…

ନିରଞ୍ଜନ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ଲଢିବେ ନିର୍ବାଚନ

ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର ଦିନ ଓଡିଶାର ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରାର୍ଥୀ ତାଲିକାରେ ଘସିପୁରା ବ୍ୟତିତ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନୀମଣ୍ଡଳୀରୁ ନିର୍ବାଚନ ଲଢିବା…

ବାରିପଦା ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢିବେ ସରୋଜିନୀ ହେମ୍ବ୍ରମ୍

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ବିଧାନସଭା ଆସନ ଲାଗି ଦଳର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ନାମ ରବିବାର ଦିନ ଘୋଷଣା କରିଛନ୍ତି । ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ଝିଅ ହେଉଛନ୍ତି ସରୋଜିନୀ । ଏହି ଆସନରୁ ପୂର୍ବରୁ…