Latest Odisha News

BREAKING NEWS

Yearly Archives

2019

ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ସଠିକ୍ ଗୁରୁତ୍ୱ ଦେଇନାହାନ୍ତି: ପୁରୀ ଗଜପତି

ପୁରୀ: ଓଡ଼ିଶା ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ଠିକ୍ ଭାବେ ଦୃଷ୍ଟି ଦେଇନାହାନ୍ତି ବୋଲି ଶନିବାର ଦିନ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ନବନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ କୁମାରଙ୍କ ସହିତ ରାଜପ୍ରାସାଦରେ ଆଲୋଚନା ପରେ ଗଣମାଧ୍ୟମର…

ଫେବୃଆରି ୨୫ରେ ପୁଣି ଓଡିଶା ଆସିବେ ଏଆଇସିସି ସ୍କ୍ରିନିଂ କମିଟି

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ୩ ସଦସ୍ୟ ବିଶିଷ୍ଟ ଏଆଇସିସି ସ୍କ୍ରିନିଂ କମିଟି ଫେବୃଆରି ମାସ ୨୫ ତାରିଖରେ ପୁଣି ଥରେ ୩ ଦିନିଆ ଓଡିଶା ଗସ୍ତରେ ଆସିବେ । ଏହି କମିଟିର ଅଧ୍ୟକ୍ଷ ବି ଡି ସତିସନ୍ ଏବଂ ଅନ୍ୟ ୨ ସଦସ୍ୟ ନୌସାଦ ସାଲଙ୍କି ଓ ଜିତିନ୍ ପ୍ରସାଦଙ୍କ ନେତୃତ୍ୱରେ…

ମୟୂରଭଞ୍ଜ ପାଉଁଶିଆରେ ଆରମ୍ଭ ହେଲା ପ୍ରସିଦ୍ଧ ଭୀମ ମେଳା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ପାଉଁଶିଆ ଗ୍ରାମରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଭୀମ ମେଳା । ଦୀର୍ଘ ୪୧ ବର୍ଷ ଧରି ଚାଲୁଥିବା ଏହି ପ୍ରସିଦ୍ଧ ମେଳା ଭୀମ ଏକାଦଶୀଠାରୁ ମହାଆଡ଼ମ୍ବର ସହକାରେ ଆରମ୍ଭ ହୋଇଛି । ବଡ଼ସାହି ପାଉଁଶିଆ ଗ୍ରାମରେ ପୂଜା ପାଉଛନ୍ତି ୨୦ ଫୁଟ ଉଚ୍ଚର ସୁନ୍ଦର…

ବେଙ୍ଗାଲୁରୁ: ‘ଏରୋ ଇଣ୍ଡିଆ ସୋ’ରେ ଅଗ୍ନିକାଣ୍ଡ, ଜଳିଗଲା ୩୦୦ରୁ ଅଧିକ ଗାଡି

ବେଙ୍ଗାଲୁରୁ : ବେଙ୍ଗାଲୁରୁ ସ୍ଥିତ ୟେଲହାଙ୍କା ଏୟାରବେସରେ ଅନୁଷ୍ଠିତ ହେଉଥିବା ‘ଏରୋ ଇଣ୍ଡିଆ ସୋ’ର ପାର୍କିଂ ଅଞ୍ଚଳରେ ଶନିବାର ଦିନ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ପ୍ରାପ୍ତ ସୂଚନାନୁଯାୟୀ ଏହି ପାର୍କିଂ ଅଞ୍ଚଳରେ ଠିଆ ହୋଇଥିବା କାରରେ କୌଣସି କାରଣବଶତଃ ହଠାତ୍ ନିଆଁ ଲାଗିଯାଇଥିଲା ।…

ସୋନପୁର: ଆମ୍ବୁଲାନ୍ସ ନଥିବାରୁ କାନ୍ଧରେ ବୁହା ହେଲା ଶବ

ସୋନପୁର : ସୋନପୁର ସ୍ଥିତ ବିନିକା-ସୋନପୁର ରୋଡରେ ଶୁକ୍ରବାର ରାତିରେ କିଛି ବ୍ୟକ୍ତି ଶବକୁ କାନ୍ଧରେ ବୋହି ନେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ମେଡିକାଲରେ ମହାପ୍ରୟାଣ ଗାଡି ନଥିବାରୁ ସମ୍ପୃକ୍ତ ବ୍ୟକ୍ତିମାନେ ମୃତଦେହକୁ କାନ୍ଧରେ ବୋହି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ…

ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଦିନ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଫଳରେ ଭୁବନେଶ୍ୱରରେ ସବୁଠୁ ଅଧିକ ଗରମ ଅନୁଭୂତ ହେବାରେ ଲାଗିଛି । ଚଳିତ ବର୍ଷ ଫେବୃଆରି ମାସରେ ରାଜ୍ୟର ପ୍ରାୟ ୧୩ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ…

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ଓଡିଶାକୁ ମିଳିବ ଟୁରିଜିମ୍ ଆୱାର୍ଡ

ଭୁବନେଶ୍ୱର : ‘ଇଣ୍ଡିଆ ଟୁଡେ ପର୍ଯ୍ୟଟନ ପୁରସ୍କାର’ ଲାଗି ଓଡ଼ିଶା ପର୍ଯ୍ୟଟନକୁ ମନୋନୀତ କରାଯାଇଛି। ମିଳିଥିବା ସୂଚନାନୁଯାୟୀ ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ‘ଫେଷ୍ଟିଭାଲ’ କାଟେଗୋରୀରେ ଓଡ଼ିଶା ପର୍ଯ୍ୟଟନକୁ ପ୍ରଥମ ରନର୍ସଅପ୍ ପୁରସ୍କାର ପ୍ରଦାନ କରାଯିବ।…

ପହଞ୍ଚିଲେ ଆମିକସ୍ କ୍ୟୁରି, ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଜି ଆଲୋଚନା

ପୁରୀ: ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସଲିସିଟର ଜେନେରାଲ୍ ରଞ୍ଜିତ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ଲାଗି ଆମିକସ୍ କ୍ୟୁରି ଭାବେ ନିଯୁକ୍ତ ହେବା ପରେ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଶନିବାର ଦିନ ପୁରୀରେ ପହଞ୍ଚି ଗଜପତି ମହାରାଜା, ସେବାୟତ ଏବଂ…

ମାଲକାନଗିରିରେ ବିବାହିତା ମହିଳା ଓ ପ୍ରେମିକକୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମଭି-୪୭ ଗ୍ରାମରେ ଜଣେ ବିବାହିତା ମହିଳା ଓ ତାଙ୍କ ପ୍ରେମିକକୁ ଗ୍ରାମବାସୀମାନେ ନିସ୍ତୁକ ପିଟିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏବେ ସୋସିଆଲ୍ ମିଡିଆରେ ସେମାନଙ୍କୁ ମାଡ଼ ମରାଯାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି…

ମାତିଛି ‘ମେଡ୍ ଟାଇଗର’, ହ୍ୟାକ୍ ହେଲା ଏକାଧିକ ୱେବସାଇଟ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ସଙ୍ଗଠନ ଏବଂ କଲେଜ ଗୁଡିକର ଏକାଧିକ ୱେବସାଇଟ ଶନିବାର ଦିନ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି । ହ୍ୟାକ୍ ହୋଇଥିବା ୱେବସାଇଟ ଗୁଡିକ ମଧ୍ୟରେ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘ, ପୁରୀ ଶ୍ରୀମନ୍ଦିର ଦଇତାପତି ନିଯୋଗ ଏବଂ ଏକାଧିକ…