ଆତଙ୍କବାଦୀ ଆକ୍ରମଣ ଯବାନଙ୍କ ମନୋବଳ ଭାଙ୍ଗିପାରିବ ନାହିଁ: ଓଡିଶା ଡିଜିପି
ଭୁବନେଶ୍ୱର : ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଗୁରୁବାର ସନ୍ଧ୍ୟାରେ ଘଟିଥିବା ବର୍ବରୋଚିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଘଟଣା ସୁରକ୍ଷାବଳଙ୍କ ମନୋବଳ ଭାଙ୍ଗି ପାରିବନାହିଁ ବୋଲି ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଆର ପି ଶର୍ମା ଶୁକ୍ରବାର ଦିନ କହିଛନ୍ତି ।
“ ଏହା ଏକ ଖୁବ୍ ଦୁଃଖଦାୟକ…