ମୟୂରଭଞ୍ଜ: ନାବାଳକ ଦ୍ୱାରା ସ୍କୁଲ ଛାତ୍ରୀ ଦୁଷ୍କର୍ମର ଶୀକାର
ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଜଣେ ଛାତ୍ରୀଙ୍କୁ ଅନ୍ୟ ଏକ ବିଦ୍ୟାଳୟର ନାବାଳକ ଛାତ୍ରର ଦୁଷ୍କର୍ମ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଗଣମାଧ୍ୟମକୁ ସୂଚନା ଦେଇ ବାରିପଦା ସଦର ଥାନାର ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ କହିଛନ୍ତି, ସରସ୍ୱତୀ ପୂଜା ଦିନ ରାତିରେ ଅନ୍ୟ ଏକ…