ଆରମ୍ଭ ହେଲା କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରକ୍ରିୟା: ଓଡ଼ିଶା ଆସୁଛନ୍ତି ଏଆଇସିସି ସ୍କ୍ରିନିଂ କମିଟି ଅଧ୍ୟକ୍ଷ
ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ଫେବୃଆରୀ ଶେଷ ସୁଦ୍ଧା ଓଡ଼ିଶା ବିଧାନସଭାର ସମସ୍ତ ଆସନ ଗୁଡ଼ିକର ପ୍ରାର୍ଥୀ ଚୟନ କାର୍ଯ୍ୟ ସମାପ୍ତ କରିବାକୁ ଓଡ଼ିଶା ପ୍ରଦେଶ କମିଟିରେ ତତ୍ପରତା ପ୍ରକାଶ ପାଇଛି ।
ଏହି ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ…