ଝାରସୁଗୁଡା ବିମାନ ବନ୍ଦର ପ୍ରସଙ୍ଗ: ମାର୍ଚ୍ଚ ୩୧ରୁ ସ୍ପାଇସ୍ ଜେଟ୍ କରିବ ନିୟମିତ ଉଡାଣ
ଝାରସୁଗୁଡ଼ା : ଆସନ୍ତା ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ା ନବନର୍ମିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ନିୟମିତ ଭାବେ ବିମାନ ଉଡ଼ାଣ କରିବ ।
ଗଣମାଧ୍ୟମକୁ ସୂଚନା ଦେଇ ଶନିବାର ଦିନ ଝାରସୁଗୁଡା ବିମାନବନ୍ଦରର ନିର୍ଦ୍ଦେଶକ ଏସକେ ଚୌହାନ କହିଛନ୍ତି ମାର୍ଚ୍ଚ ୩୧ ଠାରୁ ବିମାନ ବନ୍ଦରରୁ ସ୍ପାଇଶ୍…