ସାମ୍ବାଦିକମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ପ୍ରତିଶୃତି ଦେଲେ ନବୀନ
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନ୍ୟତାପ୍ରାପ୍ତ ସାମ୍ବାଦିକମାନେ ଉଠାଇଥିବା ବିଭିନ୍ନ ସମସ୍ୟା ପ୍ରସଙ୍ଗକୁ ଗୁରୁତ୍ୱର ସହିତ ବିଚାର କରିବା ନେଇ ସାମ୍ବାଦିକଙ୍କୁ ଆଶ୍ୱାସନା ଦେଇଛନ୍ତି ।
ରାଜ୍ୟ ବିଧାନସଭାରେ ଗୁରୁବାର ଦିନ ଅନେକ ସାମ୍ବାଦିକ ମୁଖ୍ୟମନ୍ତ୍ରୀ ନବୀନ…