୪ର୍ଥ ଦିନିକିଆ: ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟୀ
ହାମିଲଟନ: ହାମିଲଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ୪ର୍ଥ ଦିନିକିଆରେ ଭାରତ ଶେଷରେ କିୱି ଦଳଠାରୁ ୮ ୱିକେଟରେ ପରାସ୍ତ ହୋଇଛି ।
ଆଜିର ଖେଳାଯାଇଥିବା ୪ର୍ଥ ଦିନିକିଆରେ ବିରାଟ କୋହଲୀ ବିଶ୍ରାମ ନେଇଥିବା ଯୋଗୁଁ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ବହନ କରିଥିଲେ ।…