ପୁଣି ଫେରିଲା ଶୀତ, ଦାରିଙ୍ଗୀବାଡିରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ
ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଶୀତ ଲହରୀରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ବୁଧବାର ଦିନ ଓଡିଶାର ଅଧିକାଂଶ ଭାଗରେ ପାରଦ ହ୍ରାସ ପାଇବା ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରାଜ୍ୟର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ…