ଗଲୱାନ ଘାଟି ସଂଘର୍ଷ: ସହିଦ ଭାରତୀୟ ଯବାନଙ୍କୁ ଆମେରିକାର ଶ୍ରଦ୍ଧାଞ୍ଜଳି
ୱାଶିଂଟନ: ଗତ ଜୁନ୍ ୧୫ ତାରିଖରେ ଲଦାଖ ସ୍ଥିତ ଗଲୱାନ ଘାଟିରେ ଭାରତ-ଚୀନ ଯବାନ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ କର୍ଣ୍ଣେଲଙ୍କ ସହ ୨୦ ଭାରତୀୟ ଯବାନ ନିହତ ହୋଇଥିଲେ ।
ଏହି ଅବସରରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ଟ୍ୱିଟ୍ ଜରିଆରେ ଭାରତୀୟ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି…