Latest Odisha News

BREAKING NEWS

Yearly Archives

2020

ପରୀକ୍ଷା ବାତିଲ ଦାବିରେ ବିଜେବି କଲେଜ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର: ଧାରଣାକୁ ଓହ୍ଲାଇଲେ ବିଜେବି କଲେଜ ଛାତ୍ରଛାତ୍ରୀ। ପରୀକ୍ଷା ବାତିଲ ଦାବି କରିଛନ୍ତି ଛାତ୍ରଛାତ୍ରୀ। ସରକାର ନିଜେ ଏହି ଦୁଇ ମାସ ଗୁରୁତ୍ୱପୂର୍ଣ୍ଣ କହୁଥିବାବେଳେ ଜୁଲାଇ ଦ୍ୱିତୀୟ ସପ୍ତାହରେ କିଭଳି ପରୀକ୍ଷା କରିବେ ସେ ନେଇ ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି। ଉତ୍କଳ…

ଏବେ ଟ୍ରେଣ୍ଡରେ ‘ମାସ୍କ’ ଫ୍ୟାସନ

ଭୁବନେଶ୍ୱର: ଏବେ କରୋନା ସଂକ୍ରମଣ ଭୟରେ ବାହାରକୁ ବାହାରିବା ଉପରେ କଟକଣା । ମଲ, ସିନେମା ହଲ ସବୁ ବନ୍ଦ । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ବ୍ୟବହାରକୁ ଦୃଷ୍ଟିରେ ରଖି ବଜାରରେ ଭଳିକି ଭଳି ମାସ୍କ ମିଳୁଛି । ତେବେ ଏବେ ଟ୍ରେଣ୍ଡରେ ରହିଛି ଫ୍ୟାସନେବଲ ମାସ୍କ…

ଚାଷୀଙ୍କୁ ଯୋଗାଇ ଦିଆଯିବ ୫ଲକ୍ଷ କୁଇଣ୍ଟାଲ ବିହନ: କୃଷି ସଚିବ

ଭୁବନେଶ୍ୱର: ଚାଷୀଙ୍କୁ ଯୋଗଇ ଦିଆଯିବ ବିହନ । ଚାଷୀଙ୍କ ପାଇଁ ୫ଲକ୍ଷ କୁଇଣ୍ଟାଲ ବିହନ ଯୋଗାଇ ଦିଆଯିବ । ଆଜି ଏନେଇ ସାମ୍ବାଦିକ ସମ୍ମିଳନରେ କହିଛନ୍ତି କୃଷି ସଚିବ ସୌରଭ ଗର୍ଗ । ସେ କହିଛନ୍ତି, ଫସଲ ବୀମାରେ ୩୦ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ସରକାର ଚାଷୀଙ୍କ ପାଇଁ…

କିଲିଆନ ଏମବାପେ ସବୁଠାରୁ ମୂଲ୍ୟବାନ ଫୁଟବଲ ଖେଳାଳି: ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇଲେ

ପ୍ୟାରିସ: ଫ୍ରାନ୍ସ ଫୁଟବଲ କ୍ଲ ପ୍ୟାରିସ ସେଂଟ ଜର୍ମନ ପକ୍ଷରୁ ଖେଳୁଥିବା ୨୧ ବର୍ଷୀୟ କିଲିଆନ ଏମବାପେ ସବୁଠାରୁ ମୂଲ୍ୟବାନ ଖେଳାଳି ହୋଇଛନ୍ତି । ତାଙ୍କର ବ୍ରାଣ୍ଡ ଭାଲ୍ୟୁ ଏବେ ୨୪୯୦ କୋଟି ରହିଛି ଯାହା କି ଲିଓନେଲ ମେସି ଓ କ୍ରିଷ୍ଟିଆନ ରୋନାଲ୍ଡୋଙ୍କଠାରୁ ବହୁତ ଅଧିକ । ଫୁଟବଲ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ କରୋନା ପରୀକ୍ଷା କରିଛନ୍ତି । ପ୍ରାୟ ଦୁଇଦିନ ପୂର୍ବରୁ ସେ ଗଳାରେ କଷ୍ଟ ଅନୁଭବ କରୁଥିବା ବେଳେ ଜ୍ୱରରେ ମଧ୍ୟ ପୀଡ଼ିତ ଥିଲେ । ଅଧିକ ପଢନ୍ତୁ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ କରୋନା…

ଗାଁ ଦାଣ୍ଡରେ ଭାଇବୋହୂଙ୍କୁ ଘୋଷାରି ପିଟିଲେ ଦେଢ଼ଶୁର

ଯାଜପୁର: ବିଚ ରାସ୍ତାରେ ଜଣେ ମହିଳାଙ୍କୁ ମାଡ ମାରୁଛନ୍ତି ନିଜ ଦେଢ଼ାଶୁର । ଏପରି ଏକ ଅମାନୁଷିକ ଘଟଣା ଯାଜପୁର ଜିଲ୍ଲା ନୂଆପାଟଣା ଗାଁରେ ଘଟିଛି । ମାଡ ମାରିବାର ଏହି ଭିଜିଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଭିଯୋଗ ମୁତାବକ ଗାଁ କୁ ଏକ ଟ୍ରାକ୍ଟର ଆସିଥିବା ବେଳେ ଗାଁ ର ପ୍ରଦୀପ…

ରଥଯାତ୍ରା ନେଇ ସରକାର ନିଷ୍ପତ୍ତି ନେବେ: ହାଇକୋର୍ଟ

କଟକ: ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ସରକାର । ଆଜି ହାଇକୋର୍ଟରେ ରଥଯାତ୍ରା ପ୍ରସଙ୍ଗ ଉପରେ ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ରାଜ୍ୟ ସରକାରଙ୍କୁ ପରିସ୍ଥିତି କୁ ଦୃଷ୍ଟିରେ ରଖି ଏବଂ କେନ୍ଦ୍ର ସରକାରଙ୍କ କୋଭିଡ ନିୟମ ମାନି ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ…

ଗଣନାଥ ପାତ୍ର, ଅଗ୍ନିପଥର ସେ ଗାୟକ ଓ ନାୟକ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଯେତେବେଳେ ଭାରତ ସରକାର ନକ୍ସଲବାଡି ଆଂଦୋଳନର ଅନ୍ୟତମ ତୁଙ୍ଗ ନେତା ନାଗଭୂଷଣ ପଟ୍ଟନାୟକଙ୍କୁ ଫାଶୀ ଦେବାକୁ ଜାଲ ବିଛାଉଥିଲେ, ସେତେବେଳେ ତାଙ୍କୁ ନିଜର ପଣତ ତଳେ ଯିଏ ମା’ର ଆଶ୍ରୟ ଦେଇ ଘୋଡେଇ ରଖିଥିଲେ, ସେ ଥିଲେ ଭାରତୀୟ ସ୍ଵାଧୀନତା ଆଂଦୋଳନର…

ମାସ୍କ କିଣା ଦୁର୍ନୀତିକୁ ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଏତଲା

ଭୁବନେଶ୍ୱର: ମାସ୍କ କିଣାରେ ଦୁର୍ନୀତି ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଥାନାରେ ଏତଲା ହୋଇଛି । କ୍ୟାପିଟାଲ ଥାନାରେ ଏତଲା ଦେଇଛି ଓଡିଶା ସୂଚନା ଅଧିକାରୀ ଅଭିଯାନ । ମାସ୍କ, ସାନିଟାଇଜରରେ ଦୁର୍ନୀତି ହୋଇ୍‌ଥିବା ଅଭିଯୋଗ ହୋଇଛି । ହେମନ୍ତ ଶର୍ମା, ଓ ତୃତୀୟ ମହଲାର ସମସ୍ତେ ଏଥିରେ…

ସୁସ୍ଥ ହେଲେ ଆଉ ୧୪୦ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସୁସ୍ଥ ହାର । ଆଜି ସକାଳୁ ଓଡ଼ିଶାରେ ୧୪୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ଣରେ ରାଜ୍ୟରେ ଆଉ ୧୪୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୩ରେ ପହଁଚିଛି । 3 each…