Latest Odisha News

BREAKING NEWS

Yearly Archives

2020

ବଜ୍ରପାତ ସହ ବର୍ଷା ଆଶଙ୍କା; ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଗଞ୍ଜାମ, ଗଜପତି, କୋରାପୁଟ, ନୂଆପଡା, ରାୟଗଡା, କନ୍ଧମାଳ,…

ମେଡିକାଲରୁ ଡିସର୍ଚାଜ ହେବା ପରେ କ’ଣ କହିଲେ ସମ୍ବିତ, ଜାଣନ୍ତୁ…

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣରୁ ଆରୋଗ୍ୟ ହୋଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ସେ ଏନେଇ ମଙ୍ଗଳବାର ଦିନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଉକ୍ତ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି।“ଆପଣ…

ଆସନ୍ତୁ ଜାଣିବା କେଉଁଠାରେ ଅଶ୍ୱଥାମାଙ୍କୁ ଲୋକେ ଏବେ ବି ଦେଖୁଛନ୍ତି

ଭୋପାଳ: ଅଶ୍ୱଥାମା ଅମର । ବଂଚିଥିବା ସତ୍ୱେ ସେ ଭୋଗୁଛନ୍ତି ଅକଥନୀୟ ଯନ୍ତ୍ରଣା । ଘୁରି ବୁଲୁଛନ୍ତି ଏ ସ୍ଥାନରୁ ସେ ସ୍ଥାନକୁ । ପୌରାଣିକର ଏହି ବିଷୟବସ୍ତୁ ମଧ୍ୟପ୍ରଦେଶରେ ଏକ ନୂତନ ରୂପ ଦେଉଛି । ଏଠାକାର ବୁରହାନପୁର ସହରରୁ ୨୦ କିଲୋମିଟର ଅସିରଗଡରେ ଥିବା ଏକ ଦୁର୍ଗରେ ଅଶ୍ୱଥାମାଙ୍କୁ…

କରୋନା ଆକ୍ରାନ୍ତ ଚିହ୍ନଟ ପରେ କେନ୍ଦୁଝରର ଏହି ପଞ୍ଚାୟତକୁ ସରପଞ୍ଚଙ୍କ ସଟଡାଉନ ଘୋଷଣା

ପାଟନା: ଜଣେ ପ୍ରବାସୀ କରୋନା ପଜିଟିଭ ଚିହ୍ନଟ ହେବାପରେ କେନ୍ଦୁଝର ଜିଲ୍ଲାର ପାଟନା ବ୍ଲକ ଅନ୍ତର୍ଗତ ଜମୁନାପାସି ପଞ୍ଚାୟତର ସରପଞ୍ଚ ଉକ୍ତ ପଞ୍ଚାୟତରେ ୭୨ ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି। ସରପଞ୍ଚ ମମତାମୟୀ ନାୟକ ସୂଚନା ଦେଇ କହିଛନ୍ତି ଯେ ପଞ୍ଚାୟତର ଯମୁନାପାଶୀ, ବାରୁଦୀପାଶୀ,…

କରୋନା ବିପତ୍ତି ସମୟରେ ଏମ୍‌.ଜି.ଏନ.ଆର.ଇ.ଜି.ଏ.ର ଭୂମିକା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ମହାମାରୀ ଓ ତଦ୍‌ଜନିତ ସୁଦୀର୍ଘ ଲକ୍ ଡାଉନ୍ ଯୋଗୁ ଦେଶରେ ବେକାରୀ ସମସ୍ୟା ଭୟଙ୍କର ଭାବେ ବଢ଼ିଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ରସାତଳଗାମୀ ହୋଇଯାଇଛି । ଲକ୍ଷ ଲକ୍ଷ ଶ୍ରମିକ, ଛୋଟ ବେପାରୀ, ମୂଲ ମଜୁରୀ ଲାଗି ଚଳୁଥିବା…

ଦକ୍ଷିଣ କୋରିଆ ଆମର ଶତ୍ରୁ ଦେଶ : ଉତର କୋରିଆ

ସିଓଲ: ଦକ୍ଷିଣ କୋରିଆ ଆମର ଶତ୍ରୁ ଦେଶ । ଏହା ସହିତ ସମସ୍ତ ପ୍ରକାର ସମ୍ପର୍କ ଚ୍ଛିନ୍ନ କରୁଛି ବୋଲି ମଙ୍ଗଳବାର ଉତରକୋରିଆ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏପରି କି ଦକ୍ଷିଣ କୋରିଆ ସହ ସମସ୍ତ ହଟଲାଇନ କମ୍ୟୁନିକେଶନ ମଧ୍ୟ ବନ୍ଦ କରାଯାଇଛି । ଦକ୍ଷିଣ କୋରିଆ ପକ୍ଷରୁ ଉତର କୋରିଆ ଅଫିସରଙ୍କୁ…

ବିଶିଷ୍ଟ ଓଡିଆ ନ୍ୟୁରୋସର୍ଜନ ସନାତନ ରଥଙ୍କ ଦେହାନ୍ତ

କଟକ: ଦୀର୍ଘ ଦିନର ଅସୁସ୍ଥତା ପରେ ବିଶିଷ୍ଟ ଓଡିଆ ନ୍ୟୁରୋସର୍ଜନ ପ୍ରଫେସର ସନାତନ ରଥ ମଙ୍ଗଳବାର ଦିନ କଟକସ୍ଥିତ କନିକା ଠାକୁର ନିକଟସ୍ଥ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲେ। ସୂଚନାଯୋଗ୍ୟ, ୧୯୩୪ ମସିହା ଜୁନ୍ ୨୫…

ଦିନ କେଇଟା ପରେ ହୋଇଥାଆନ୍ତା ବାହାଘର; କରୋନା ନେଇଗଲା ଜୀବନ !

ବାରିପଦା: କରୋନା ଆକ୍ରାନ୍ତ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଜଣେ ଓଡ଼ିଆ ପ୍ରବାସୀଙ୍କର ହରିୟାଣାରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଡିହିରକୁଲା ଗ୍ରାମର ସୁଶାନ୍ତ । ଅଧିକ ପଢନ୍ତୁ - ଓଡିଶାରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୩…

ପାକିସ୍ତାନ ଲାଗି ଗୁପ୍ତଚର କରିବା ଅଭିଯୋଗ; ୨ ଅଟକ

ନୂଆଦିଲ୍ଲୀ: ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ପାଇଁ ଗୁପ୍ତଚର କରୁଥିବା ଅଭିଯୋଗରେ ରାଜସ୍ଥାନ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ବିକାଶ ତିଲୋଟିଆ ଏବଂ ଚିମାନ ଲାଲ। ରାଜସ୍ଥାନର ଅତିରିକ୍ତ ମହାନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ) ଉମେଶ ମିଶ୍ର…

ଓଡିଶାର ୧୨ ଅଗ୍ନିଶମ କର୍ମଚାରୀ କରୋନା ପଜିଟିଭ, ସୂଚନା ଦେଲେ ଡିଜି

ଭୁବନେଶ୍ୱର: ରାଜ୍ୟରେ କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଅଗ୍ନିଶମ ବିଭାଗର ୧୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯେଉଁମାନେକି ନିକଟ ଅତୀତରେ ବାତ୍ୟା ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗକୁ ପୁନଃରୁଦ୍ଧାର ଲାଗି ଯାଇଥିଲେ । ଏନେଇ ମଙ୍ଗଳବାର…