Latest Odisha News

BREAKING NEWS

Yearly Archives

2020

ଓଡ଼ିଶାର ଏହିସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଗଜପତି ଆଦି…

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଭଗବାନ ଆଜି ୧୦୮ ଗରା ସୁବାସିତ ଜଳ ଲାଗି କରିଛନ୍ତି । । ପୂଜାପଣ୍ଡା ସାମନ୍ତଙ୍କୁ ଗରାବଡୁ ବିଙ୍ଗଳରେ ଜଳ  ଲାଗି କଲେ । ପୂଜାପଣ୍ଡା ସେବାୟତମାନେ…

ବିଶ୍ୱ ପରିବେଶ ଦିବସ: ଜଳବାୟୁରେ ପରିବର୍ତ୍ତନ ଆଗକୁ ଆହୁରି ମହାମାରୀ ସୃଷ୍ଟି କରିପାରେ !

ବିଶ୍ୱ ପରିବେଶ ଦିବସ ୨୦୨୦: କୋଭିଡ ସଙ୍କଟ ସହ ବିଶ୍ୱ ସଂଘର୍ଷ କରୁଥିବାବେଳେ ଜଳବାୟୁ ପରିବର୍ତ୍ତନର ବିପଦ ଏବଂ ମହାମାରୀ ପାଇଁ ଏହାର ଅର୍ଥ କ’ଣ ହୋଇପାରେ ସେ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ୧୯୭୪ ମସିହାରେ ମିଳିତ ଜାତିସଂଘ ଜୁନ୍ ୫ କୁ ବିଶ୍ୱ ପରିବେଶ ଦିବସ ଭାବରେ ଘୋଷଣା…

ଟ୍ବିନସିଟିରେ ସଟଡାଉନ; କମିଶନରେଟ୍ ପୋଲିସର ଟ୍ରାଫିକ୍ ଆଡଭାଇଜରୀ ଜାରି

ଭୁବନେଶ୍ୱର: କୋଭିଡ-୧୯ର ବିସ୍ତାରକୁ ରୋକିବା ପାଇଁ ଆଗାମୀ ଜୁନ୍ ୩୦ ପର୍ଯ୍ୟନ୍ତ କଟକ ଏବଂ ଭୁବନେଶ୍ୱର ଭଳି ସହରରେ ସାପ୍ତାହିକ ବନ୍ଦ ତଥା ସଟଡାଉନ ଲାଗୁ କରାଯାଉଛି। ଏନେଇ କମିଶନରେଟ୍ ପୋଲିସ୍ ଯାତାୟାତ ପାଇଁ ଆଡଭାଇଜରୀ ଜାରି କରିଛନ୍ତି। ଏହାଛଡା ଜାଣନ୍ତୁ, ଏହି ସମୟରେ କ'ଣ ବନ୍ଦ ରହିବ ଆଉ…

ଭୁବନେଶ୍ୱରରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ଆଉ ୧୩ ଜଣ ନୂଆ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ କରାଯାଇଛି। ଏହାକୁ ମିଶାଇ ଭୁବନେଶ୍ୱରରେ ବର୍ତ୍ତମାନ ୨୭ ଟି ସକ୍ରିୟ ମାମଲା ରହିଛି। ସେହିପରି ଗତ ମଙ୍ଗଳବାର ଦିନ ୧୧ ଜଣ ଓ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଅବସରପ୍ରାପ୍ତ କୃଷି ବିଭାଗ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଉରକେଲା: ଜନୈକ ଅବସରପ୍ରାପ୍ତ କୃଷି ବିଭାଗ ଓଭରସିୟର ଫକିର କର୍ଣ୍ଣଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆର‌୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରାଉରକେଲା ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ…

ଦୁର୍ବୁତ୍ତଙ୍କ କବଜାରେ ବୈତରଣୀ ନଦୀ ପଠା; ଦୈନିକ ଶହ ଶହ ଟ୍ରିପ ମାଟି ଖୋଳି ନେଉଥିବା ଅଭିଯୋଗ

ଯାଜପୁର:ବାଲି ପରେ ଏବେ ଦୁର୍ବୃତଙ୍କ ଟାର୍ଗେଟରେ ନଦୀ ପଠାର ମାଟି । ଖୋଳି ନେଉଛନ୍ତି ଶହଶହ ଟ୍ରିପ୍ ମାଟି । ଫଳରେ କ୍ଷୟ ହେବାକୁ ବସିଲାଣି ନଦୀ ପଠା । ଏମିତି ଏକ ଘଟଣା ନଜରକୁ ଆସିଛି ଯାଜପୁର ଜିଲ୍ଲା କୋରାଇ ବ୍ଳକ ମୁଳାପାଳ ପଂଚାୟତ ଅଂଚଳରେ । ଏହି ପଂଚାୟତ ଦେଇ ବହି ଯାଇଥିବା ବୈତରଣୀ ନଦୀର…

ବକେୟା ଦରମା ଦାବିରେ ମେଷ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଆନ୍ଦୋଳନ

ଯାଜପୁର: ଜିଲ୍ଲା କଳିଙ୍ଗନଗର ସ୍ଥିତ ମେଷ୍କୋ ଷ୍ଟିଲ କାରଖାନାରେ ଦେଖାଦେଇଛି ଶ୍ରମିକ ଅଶାନ୍ତି। ବକେୟା ଦରମା ସମେତ ୪ ଦଫା ଦାବିରେ ଶ୍ରମିକ ଓ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶତାଧିକ ଶ୍ରମିକ ଓ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ…

ପାତାଳୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୁରତୀଙ୍କ ସ୍ନାନ ଲୀଳା ସମ୍ପନ୍ନ

ସୁବର୍ଣ୍ଣପୁର: ଜଗତର ନାଥ ଜଗନ୍ନାଥଙ୍କ ଅନନ୍ୟ ଲିଳା କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ରଠାରେ ଚତୁର୍ଦ୍ଧା ମୁରତିଙ୍କ ସ୍ନାନ ଲିଳା ସମାପନ ହୋଇଛି । ପୁରୀ ଶ୍ରୀମନ୍ଦିର ରିତୀ ନୀତି ଅନୁସାରେ ହେଉଥିବା ଏହି ସ୍ନାନ ଯାତ୍ରାରେ ପ୍ରଥମେ ମଙ୍ଗଳ ଆଳତୀ,ସକାଳ ଧୂପ,ସୁର୍ଯ୍ୟପୂଜା…

ଅସହାୟ ପରିବାରକୁ ସହାୟତା ପ୍ରଦାନ କଲେ ସଙ୍ଗରୋଧ କେନ୍ଦ୍ରର ପ୍ରବାସୀ ଓଡ଼ିଆ

ବୁଗୁଡା: ବୁଗୁଡା ବ୍ଲକର ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଡାକ୍ତର ଦିହୁଡ଼ି ସୁରାଟରେ କାମ କରୁଥିଲେ। ଲକ ଡାଉନ ଯୋଗୁଁ କାମ ବନ୍ଦ ହେବାରୁ ଗ୍ରାମକୁ ଫେରିବାକୁ ଅପେକ୍ଷାରେ ଥିବା ସମୟରେ ହଠାତ୍ ମସ୍ତିଷ୍କ ପକ୍ଷଘାତ ରୋଗରେ ପୀଡ଼ିତ ହୋଇ ଆମ୍ବୁଲାନ୍ସ ଦ୍ୱାରା ଭୁବନେଶ୍ୱର…