Latest Odisha News

BREAKING NEWS

Yearly Archives

2020

ବାତ୍ୟା ଅମ୍ଫାନ : ଜଗତସିଂହପୁରରେ କେନ୍ଦ୍ରୀୟ ଟିମର କ୍ଷୟକ୍ଷତି ଆକଳନ

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ୧୦ ରୁ ୧୨ କୋଟି ବାତ୍ୟା ର କ୍ଷୟକ୍ଷତି ଆକଳନ କରିଛି କେନ୍ଦ୍ରୀୟ ଟିମ। ୩୬୫ ଟି ପାନବରଜ ଓ ୩୭୮ ଟି ଘର କ୍ଷତିଗ୍ରସ୍ତ ହୋଇଛି। ପାଖାପାଖି ୮ କୋଟି ଟଙ୍କାର ପାନବରଜ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ଅମ୍ଫାନ ର…

ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ପୁଣି ଜଣେ ମହିଳାଙ୍କ ସନ୍ତାନ ପ୍ରସବ

ବଲାଙ୍ଗୀର: ବାଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଜଣେ ମହିଳା ଶୁକ୍ରବାର ସକାଳେ ଏକ ସନ୍ତାନ ପ୍ରସବ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଏହି ମହିଳା ଜଣକ ହେଉଛନ୍ତି ବଲାଙ୍ଗୀରର ବେଲପରା ତହସିଲ ଅନ୍ତର୍ଗତ ଥୋଡିବାହାଲ ଗାଁର ମୀନା କୁମ୍ଭାର (୧୯) । ଆଜି ସକାଳ ୫ଟା…

କେରଳ ହାତୀ ମୃତ୍ୟୁ ଘଟଣା: ଜଣେ ଗିରଫ

କୋଚି: କେରଳରେ ଏକ ଗର୍ଭବତୀ ହାତୀର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ, ଏକ ଘରୋଇ ଫସଲ ଏବଂ ମସଲା କମ୍ପାନୀର କର୍ମଚାରୀ । ଏହି ମାମଲାରେ ଅଧିକ ଗିରଫ ହେବା ନେଇ…

ଗଞ୍ଜାମରେ ବୋମା ବିସ୍ଫୋରଣ; ୩ ଗୁରୁତର ଆହତ

ଆସିକା: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟନଗର ଥାନା ନିକଟସ୍ଥ ନୂଆପଲ୍ଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବିଲରେ ପୋଖରୀ ଖୋଳା ହେଉଥିବା ବେଳେ କୌଣସି କାରଣବଶତଃ ବୋମା ବିସ୍ଫୋରଣ ଘଟିବାରୁ ପ୍ରାୟ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ…

ଛେରାପହଁରା ପାଇଁ ସ୍ନାନ ମଣ୍ଡପକୁ ଆସିଲେ ନାହିଁ ଗଜପତି ମହାରାଜା

ପୁରୀ: ରତ୍ନ ସିଂହାସନରୁ ବାହାରି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହି ମହାପର୍ବରେ ଶ୍ରୀଜିଉଙ୍କ ସ୍ନାନ ପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟାସିଂହ ଦେବ ଶୁକ୍ରବାର ଦିନ ସକାଳ ୧୦.୩୦ ରେ ସ୍ନାନ…

ଜୁନ୍ ୫ରେ କାହିଁକି ପାଳିତ ହୁଏ ‘ବିଶ୍ୱ ପରିବେଶ ଦିବସ’…

ଭୁବନେଶ୍ୱର: ସାରା ବିଶ୍ୱରେ ଆଜିର ଦିନରେ ପାଳିତ ହୋଇଥାଏ ‘ବିଶ୍ୱ ପରିବେଶ ଦିବସ’ । ପ୍ରକୃତି ଓ ମନୁଷ୍ୟ ମଧ୍ୟରେ ଗଭୀର ସମ୍ପର୍କ ରହିଛି । କୁହାଯାଏ ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ । ହେଲେ ଆଜିର ବ୍ୟସ୍ତବହୁଳ ସମୟରେ ଆମେ ଅଜାଣତରେ ପ୍ରକୃତି ତଥା ପରିବେଶକୁ ଦୂଷିତ କରୁଛୁ । ଜୁନ୍ ୫ରେ…

ରାଜ୍ୟରେ ଅଷ୍ଟମ କରୋନା ମୃତ୍ୟୁ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ଓଡିଶାରେ ଆଉ ଗୋଟିଏ ଜୀବନ ନେଇଛି କରୋନା। ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ୬୩ ବର୍ଷ ବୟସ୍କ ଜଣେ ବ୍ୟକ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଶୁକ୍ରବାର ଦିନ ଟ୍ୱିଟ୍ କରି ଏନେଇ ସୂଚନା ଦିଆଯାଇଛି । କରୋନା ପଜିଟିଭ୍ ଚିହ୍ନଟ ହୋଇ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା…

ଓଡିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୧ ଜିଲ୍ଲାରୁ ୧୩୦ ରୋଗୀ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଶୁକ୍ରବାର ଦିନ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୩୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ…

ବାଲେଶ୍ୱରରେ ଭାଲୁ ଆକ୍ରମଣ; ୫ ଗୁରୁତର ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବାଲିଗୁହିରୀ ଓ ଟଣକା ଗ୍ରାମରେ ଶୁକ୍ରବାର ସକାଳେ ୨ଟି ଭାଲୁ ପ୍ରବେଶ କରିବା ସହ ଲୋକଙ୍କୁ ଆକ୍ରମଣ କରିଥିବା ଘଟଣା ନଜରକୁ ଆସିଛି। ଭାଲୁ ଆକ୍ରମଣରେ ପ୍ରାୟ ୫ ଜଣ ଗୁରୁତର ଆହତ ହୋଇଥିବା ନେଇ ଜଣାପଡିଛି । ସୂଚନା ଅନୁଯାୟୀ ଆଜି ସକାଳେ କୌଣସି କାରଣବଶତଃ ଦୁଇଟି…

ଗୋଟିଏ ପରିବାରର ଆତ୍ମହତ୍ୟା ଉଦ୍ୟମ ଘଟଣାରେ ୪ର୍ଥ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଲହଣ୍ଡାବୁଡା ଠାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମଧ୍ୟରୁ ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ୩୨ ବର୍ଷୀୟ ଯୁବତୀଙ୍କର ମୃତ୍ୟୁ। ସୂଚନାଯୋଗ୍ୟ, ବଡ ପୁଅ ଶ୍ରୀକାନ୍ତ…