କାଳ ହେଲା ଖେଳ, ବୁଡି ଗଲେ ଦୁଇ ଯାଆଁଳା ଭାଇ
ପାଟଣା: ଖେଳ ନେଲା ଜୀବନ । ଖେଳୁ ଖେଳୁ ପୋଖରୀରେ ବୁଡି ଗଲେ ୬ ବର୍ଷର ଦୁଇ ଯାଆଁଳା ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତୁରୁମୁଙ୍ଗା ଥାନା ନୂଆଖମଣ ବାଙ୍କ ସାହିରେ ।
ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ଗାଁ ପୋଖରୀ ନିକଟରେ ଦୁଇ ଭାଇ ଖେଳୁଥିଲେ । ଖେଳିବା ସମୟରେ ଅସାବଧାନତା ବଶତଃ…