ମହାଦେବଙ୍କ ବାସସ୍ଥଳୀ କେଦାରନାଥ: ୬ ମାସ ବନ୍ଦ ରହିବା ସତ୍ତ୍ୱେ ବି ଜଳୁଥାଏ ମନ୍ଦିର ଦୀପ !
କେଦାରନାଥ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଧର୍ମସ୍ଥଳ କେଦାରନାଥ। ସମୁଦ୍ର ପତ୍ତନ ଠାରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ରହିଛି ଏହି ମନ୍ଦିର।
ଚାରିଧାମ ମଧ୍ୟରୁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଏ। ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ରୂପେ ହିମାଳୟ ଉପରେ…