Latest Odisha News

BREAKING NEWS

Yearly Archives

2020

ମାଟ୍ରିକ ଖାତା ମୂଲ୍ୟାୟନ: ୬ ଜିଲ୍ଲାରେ ସକାଳୁଆ ଖାତାଦେଖା

ଭୁବନେଶ୍ୱର: ଗତ କିଛିଦିନ ହେବ ପଶ୍ଚିମ ଓଡ଼ିଶା ପାଲଟିଛି ତତଲା ତାଓ୍ୱାରେ । ଆଉ ସେହି ତାଓ୍ୱାରେ ଭାଜି ହୋଇ ଛଟପଟ ହେଉଛନ୍ତି ସଭିଏଁ । ଗୋଟିଏପଟେ କରୋନା ପାଇଁ ଖାତାଦେଖାରେ ବହୁ ବିଳମ୍ୱ ହୋଇଯାଇଥିବାବେଳେ ଏବେ ଦାଉ ସାଜିଛି ପ୍ରଚଣ୍ଡ ରୌଦ୍ରତାପ । ପ୍ରବଳ ଗ୍ରୀଷ୍ଣ ଲହରୀର ସିଧାସଳଖ ପ୍ରଭାବ…

ଲକଡାଉନ୍

ଲକଡାଉନ୍ ଭବାନୀ ଶଙ୍କର ନିଆଲ ମୋ ପୁଅର ନୀତିଶାସ୍ତ୍ର ପୃଷ୍ଠା ଓଲଟାଇ ଦେଖେ ପୁନର୍ବାର/ବାରମ୍ବାର ଦୋପ୍ରହରର ସନ୍ନାଟାରେ, ଆଉ ନଥାଏ ଫେବୃଆରୀ ମାସ ପୂର୍ବର ସକାଳ, ଦ୍ୱିପହର,ସଂଧ୍ୟା ଏପରିକି ମଧ୍ୟ ରାତ୍ରୀର ସ୍ଥିତାବସ୍ଥା। ନଥାଏ ମନୁଷ୍ୟ ଭିତରର ସନ୍ତୁଳନ ମନୁଷ୍ୟର…

ମହରଗରୁ କାନ୍ତାରରେ ଆମ ପ୍ରବାସୀ ଶ୍ରମିକ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଭାରତ ସରକାର କରୋନା ମହାମାରୀ ପାଇଁ ଲକ୍‌ଡାଉନ୍ ଚତୁର୍ଥ ପର୍ଯ୍ୟାୟରେ ସବୁ ଶ୍ରେଣୀର ଜନଗଣ ଗଭୀର ସମସ୍ୟାରେ ପଡିଛନ୍ତି । ଦେଶର ଶ୍ରମଜୀବିଙ୍କ ଜୀବନ ଜୀବିକା ଠପ୍ ହୋଇଯାଇଛି । ସେମାନଙ୍କ ଦୁର୍ଦ୍ଦଶା କହିଲେ ନସରେ । ସାରା ଦେଶରେ କାର୍ଯ୍ୟରତ…

‘ସାଇକେଲ ଗାର୍ଲ’ ଜ୍ୟୋତି କୁମାରୀଙ୍କୁ ମାଗଣା ଶିକ୍ଷାଦାନ କରିବେ ‘ସୁପର ୩୦’ ପ୍ରତିଷ୍ଠାତା…

ଭୁବନେଶ୍ୱର: ସୁପର ୩୦ ପ୍ରତିଷ୍ଠାତା ଆନନ୍ଦ କୁମାର ସାଇକେଲ ଗାର୍ଲ ଜ୍ୟୋତି କୁମାରୀ ଙ୍କୁ ମାଗଣା ଶିକ୍ଷାଦାନ ର ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। କୋରନା ଲକ୍‌ଡ଼ାଉନ ସତ୍ତ୍ୱେ ସୁଦୂର ଗୁରୁ୍‌ଗ୍ରାମ ଠାରୁ ବିହାର ର ଦରଭଙ୍ଗା ପର୍ଯ୍ୟନ୍ତ ପ୍ରାୟ ୧୨୦୦ କିଲୋମିଟର ନିଜ ଅସୁସ୍ଥ ପିତା ଙ୍କୁ…

ମଧ୍ୟରାତ୍ରିରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା ପହଣ୍ଡି

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରା ପହଣ୍ଡି ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଚଳିତ ବର୍ଷ ରାତି ୧ଟାରୁ ୪ଟା ଭିତରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡିହେବ। ଏନେଇ ଆଜି ବସିଥିବା ଛତିଶା ନିଯୋଗ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।ସେ କହିଛନ୍ତି,…

ନୋକିଆର ତାମିଲନାଡୁ ପ୍ଲାଣ୍ଟ ଉପରେ କରୋନା ମାଡ଼

ନୂଆଦିଲ୍ଲୀ: ଅଗ୍ରଣୀ ମୋବାଇଲ ଫୋନ କମ୍ପାନି ନୋକିଆ ଉପରେ କରୋନା ମାଡ଼ । କମ୍ପାନିର କିଛି କର୍ମଚାରୀଙ୍କର କରୋନା ପଜିଟିଭ ବାହାରିବା ପରେ ସାମୟିକଭାବେ ବନ୍ଦ କରିଦିଆଯାଇଛି ନୋକିଆର ତାମିଲନାଡୁ ପ୍ଲାଣ୍ଟ । ତାମିଲନାଡୁର ଶ୍ରୀପେରୁମ୍ୱଦୁରସ୍ଥିତ ଏହି ପ୍ଲାଣ୍ଟରେ କିନ୍ତୁ କେତେଜଣଙ୍କ ନିକଟରେ…

ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ସାବ୍ୟସ୍ତ; ଜାଣନ୍ତୁ ଏହି ୬ଟି ଜିଲ୍ଲାକୁ ରହିଛି ୟେଲୋ ୱାର୍ଣ୍ଣିଂ !

ଭୁବନେଶ୍ୱର: ଆଜି ମଧ୍ୟ ଅସହ୍ୟ ଗୁଳଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । ଆଜି ରାଜ୍ୟର ୧୪ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବାର ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବୁଧବାର ଦିନ ଅନୁଗୁଳ ସହର ରାଜ୍ୟର ଉତ୍ତପ୍ତ ସହର ଭାବେ ସାବ୍ୟସ୍ତ ହୋଇଛି ।…

ସାବଧାନ, କରୋନା ଯାଇନି, ସତର୍କ ରୁହନ୍ତୁ: ପୋଲିସ କମିଶନର

ଭୁବନେଶ୍ୱର: ସତର୍କ ରୁହନ୍ତୁ । କରୋନା ଯାଇନି । ଲକଡାଉନ୍ ଉଠିଗଲା ମାନେ ନାର୍ହି ଯେ, କରୋନା ଚାଲିଗଲା । ସାମାଜିକ ବ୍ୟବଧାନ ଓ ମାସ୍କ ପିନ୍ଧିବା ନେଇ ହୋଇଥିବା ବୈଠକରେ ଆଜି କିଛି ଏଭଳି ସତର୍କ ବାଣୀ ଶୁଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି, ଲକଡାଉନ କୋହଳ ହେବା…

ଲକ୍‌ଡାଉନ ରେସିପି : ଭୁବନେଶ୍ୱରରୁ ଜୟଶ୍ରୀ ଜ୍ୟୋତିର୍ମୟୀ ସାହୁଙ୍କ ୟମ କୋଫତା କରି

ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ଲକ୍‌ଡାଉନ ରେସିପି : ଭୁବନେଶ୍ୱରରୁ ମାନସୀ ରଥଙ୍କ ଗାର୍ଡେନ ଟୁ ଟେବୁଲ

ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…