Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୦୫-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା୧୭ ରିଖ  ରବିବାର  ବୃଷ ୪ ଦିନ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ଦଶମୀ ତିଥି   ପୂର୍ବଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର  ଘାତ ବାର: ମେଷ ରାଶିର  ଘାତ ଚନ୍ଦ୍ର: ଧନୁ ରାଶି ପୁରୁଷ ଓ ତୁଳା ରାଶି…

ବାତ୍ୟା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆତଙ୍କିତ ନ’ହୋଇ ସରକାରଙ୍କ ସହ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅମ୍ଫାନ’ର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଛନ୍ତି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଭାବିତ ହେବାକୁ ଥିବା…

ରଥଯାତ୍ରା: ପ୍ରଚଣ୍ଡ ଖରା ସତ୍ତ୍ୱେ ଦ୍ରୁତଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ…

ପୁରୀ: ପ୍ରଚଣ୍ଡ ଖରାରେ ଅସହ୍ୟ ଗରମକୁ ଖାତିର୍ ନ’କରି ରଥଖଳାରେ କାରିଗରମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥର ନିର୍ମାଣ କାର୍ଯ୍ୟ । ସରକାରଙ୍କ ଲକ୍‌ଡାଉନ କଟକଣାକୁ ପାଳନ କରିବା ସହିତ ସାମାଜିକ ଦୂରତା ରକ୍ଷା କରି ବଡ଼ଦାଣ୍ଡର ରଥଖଳାରେ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ । ପାରମ୍ପରିକ…

ବାତ୍ୟା ଅମ୍ଫାନ: ଗଭୀର ଅବପାତରେ ପରିଣତ ହେଲା, ସାମୁଦ୍ରିକ ଝଡ଼ର ରୂପ ନେବ

ଭୁବନେଶ୍ୱର: ବାତ୍ୟା ଅମ୍ଫାନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ  ଅଂଚଳ ରେ ଥିବା ଅବପାତ ଗଭୀର-ଅବପାତ ର ରୂପ ନେଇସାରିଛି | ଅଧିକ ପଢନ୍ତୁ - ଅମ୍ଫାନ ମୁକାବିଲା: ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲା ଯାଜପୁର ଜିଲ୍ଲା…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ । ଏହାସହ ସୁସ୍ଥଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଦିନକୁ ଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ପୁଣି ୩୦ ଆକ୍ରାନ୍ତ ସୁସ୍ଥ ହେବା ଖବର…

କାଠମାଣ୍ଡୁରୁ ଦେଖାଗଲା ମାଉଂଟ ଏଭେରେଷ୍ଟ

କାଠମାଣ୍ଡୁ: କରୋନା ଭାଇରସ ଅନେକ କିଛି ଆମକୁ ଶିକ୍ଷା ଦେଉଛି । ଆମେ କିପରି ପରିବେଶକୁ ନଷ୍ଟ କରୁଛେ ତାହା ପ୍ରମାଣିତ କରାଇଛି । ବର୍ତମାନ କରୋନା ଯୋଗୁ ଲୋକେ ଘରୁ ବାହାରୁ ନାହାନ୍ତି । କଳକାରଖାନା ବନ୍ଦ, ଗାଡିମଟର ଚଳାଚଳ ବନ୍ଦ । ଏଥିଯୋଗୁ କେଉଁଠାରେ ବାୟୁମଣ୍ଡଳ ପରିସ୍କାର ହେଲାଣି ତ…

ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୧ଲକ୍ଷ ୩୩ହଜାର ୨୪୫ ପ୍ରବାସୀ ଫେରିଲେଣି

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୧,୩୩,୨୪୫ ପ୍ରବାସୀ ଶ୍ରମିକ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଗଂଜାମ ଜିଲ୍ଲାକୁ ସର୍ବାଧିକ ୫୫,୫୬୭ ପ୍ରବାସୀ ଫେରିଛନ୍ତି । ଏହାକୁ ଦେଖି…

ଜୁନ ୨୫ରେ ଫିଫା ୨୦୨୩ ମହିଳା ବିଶ୍ୱକପ ଆୟୋଜକ ଦେଶ ଚୟନ କରିବ

ଜୁରିକ୍‌: ଆସନ୍ତା ମାସ ୨୫ରେ ଅନ୍ତର୍ଜାତୀୟ ଫୁଟବଲ ଫେଡେରେଶନ ୨୦୨୩ ମହିଳା ବିଶ୍ୱକପ ଆୟୋଜକ ଦେଶ ଚୟନ କରିବ । ଏଥର ବିଶ୍ୱକପ ଆୟୋଜନ କରିବା ଦୌଡରେ ବ୍ରାଜିଲ, ଜାପାନ, କଲମ୍ବିଆ, ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଦେଶ ରହିଛନ୍ତି । ଫିଫା କାଉନସିଲର ୩୭ ସଦସ୍ୟ ମତଦାନ ମାଧ୍ୟମରେ ଅୟୋଜକ ବାଛିବେ ।…

ଭାରତକୁ ଭେଂଟିଲେଟର ଦେବ ଆମେରିକା

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ଏବେ ଏକ ପ୍ରକାର ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଏହାରି ଭିତରେ ଭାରତକୁ ସହଯୋଗର ହାତ ବଢ଼ାଇଛି ଆମେରିକା । ଆକ୍ରାନ୍ତଙ୍କ ଚିକିତ୍ସାଲାଗି ଭାରତକୁ ଭେଂଟିଲେଟର ଯୋଗାଇଦେବାକୁ ଆମେରିକା ନିଷ୍ପତ୍ତି ନେଇଛି । ଏନେଇ ରାଷ୍ଟ୍ରପତି ଡୋନାଲ୍ଡ…

ଲକଡାଉନ: ସୋମବାରଠୁ ରାଜଧାନୀରେ ଗଡିବ ‘ମୋ ସାଇକେଲ’

ଭୁବନେଶ୍ୱର: ସୋମବାରଠୁ ପୁଣି ଥରେ ରାଜଧାନୀରେ ଗଡିବ ‘ମୋ ସାଇକେଲ’ । ଲକଡାଉନ୍ ମଧ୍ୟରେ ରାଜଧାନୀରେ ଏହି ସେବା ଆରମ୍ଭ ହେବ । ତାଲାବନ୍ଦ ଯୋଗୁଁ କ୍ରୁଟ ପକ୍ଷରୁ ସ୍ମାର୍ଟ ସିଟିରେ ଚାଲିଥିବା ଏହି ସେବା ଦୁଇ ମାସ ହେବ ବାଧାପ୍ରାପ୍ତ ହୋଇଛି । ତେବେ ସରକାରୀ ଅନୁମତି ପରେ ଏହି ସେବା ପୁଣିଥରେ…