ଆଜି କଟକରେ ପହଞ୍ଚିବ ଶ୍ରମିକ ସ୍ବତନ୍ତ୍ର ଟ୍ରେନ
କଟକ: ହାଇଦ୍ରାବାଦରୁ ୮୦୦ରୁ ଅଧିକ ପ୍ରବାସୀ ଓଡିଆଙ୍କୁ ଧରି ଆସୁଥିବା ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଶୁକ୍ରବାର ଦିନ କଟକସ୍ଥିତ ନର୍ଗୁଣ୍ଡି ରେଳ ଷ୍ଟେସନରେ ପହଞ୍ଚିବ।
ପରବର୍ତ୍ତୀ ସମୟରେ ଯାତ୍ରୀମାନଙ୍କୁ ବସ୍ରେ ନିଜ ନିଜ ବ୍ଲକରେ ଥିବା କ୍ବାରେନଣ୍ଟାଇନ ସେଣ୍ଟରକୁ ନିଆଯିବ ବୋଲି…