ଦୀର୍ଘ ୬ ମାସ ପରେ ଆଜି ଫିଟିଲା ବାବା ବଦ୍ରୀନାଥଙ୍କ ଦ୍ଵାର
ବଦ୍ରୀନାଥ: ଦୀର୍ଘ ୬ ମାସ ହେବ ବନ୍ଦ ରହିଥିବା ଉତ୍ତରାଖଣ୍ଡର ବାବା ବଦ୍ରୀନାଥଙ୍କ ଧାମ ଶୁକ୍ରବାର ଦିନ ଖୋଲିଛି ।
ଶୁକ୍ରବାର ଶୁଭ ମୁହୂର୍ତ୍ତରେ ବଦ୍ରୀନାଥ ଧାମର ମୁଖ୍ୟ ଫାଟକ ଖୋଲି ଦିଆଯାଇଛି । ଆଜି ସକାଳ ୪ଟା ୩୦ରେ ପ୍ରଥମେ ଭଗବାନ ବଦ୍ରୀନାଥଙ୍କୁ ଅଭିଷେକ କରାଯାଇଥିଲା ।
ମନ୍ଦିର…