Latest Odisha News

BREAKING NEWS

Yearly Archives

2020

ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୫ଟି ଜିଲ୍ଲାରେ ରହିଛି ୫୦ % ମାମଲା !

ନୂଆଦିଲ୍ଲୀ: ଦେଶରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଖୁ ଦେଖୁ ଏହି ସଂଖ୍ୟା ୭୦ହଜାର ଅତିକ୍ରମ କରି ସାରିଲାଣି । ତେବେ ଭାରତର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୫ ଟି ଜିଲ୍ଲାରେ ୬୪ପ୍ରତିଶତ ସଂକ୍ରମିତ ଥିବା ନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସିଇଓ ଅମିତାଭ…

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଉଦ୍‌ବୋଧନ ଦେବେ ସୁପର୍ ୩୦ ର ଶିକ୍ଷକ ଆନନ୍ଦ କୁମାର

ପାଟନା: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କେଲେ ଠାରେ ଆୟୋଜିତ ହେବାକୁ ଥିବା ଏକ ବୈଠକରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଖ୍ୟାତ ଗଣିତଜ୍ଞ ତଥା ସୁପର୍ ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର । କରୋନା ମହାମାରୀ ସମୟରେ ଆମେରିକାରେ ରହୁଥିବା ପ୍ରାୟ ୮୦୦୦୦ ଛାତ୍ରଛାତ୍ରୀ ମାନଙ୍କ…

୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗାର ଏବଂ ପାଶ୍ୱର୍ବର୍ତ୍ତୀ ସୁମାତ୍ରା ଉପକୂଳ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାଶ୍ୱବର୍ତ୍ତୀ ଅଂଚଳର ମଧ୍ୟଭାଗ ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ରାଜ୍ୟର…

ଦେଶରେ କମ ରହିଛି କରୋନା ମୃତ୍ୟୁହାର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁରା ଦେଶକୁ କବଳିତ କରିଛି ମହାମାରୀ କରୋନା । ଚାରିଆଡେ କରୋନା ପାଇଁ ହା ହା କାର ପରିସ୍ଥିତି । ଏବେ ଯାଏଁ ବିଶ୍ୱରେ କରୋନାରେ ପ୍ରାୟ ୪୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । ସେଥିମଧ୍ୟରୁ ୨ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବିଶ୍ୱର ୨୧୫ଟି ଦେଶ କରୋନା ଦ୍ୱାରା…

ହାଇଦ୍ରାବାଦରୁ ପାଦରେ ଚାଲି ବାଲେଶ୍ୱର ପହଞ୍ଚିଲେ ୧୦୦ ପ୍ରବାସୀ ଶ୍ରମିକ

ବାଲେଶ୍ୱର: ହାଇଦ୍ରାବାଦରୁ ପାଦରେ ଚାଲି ଚାଲି ୧୦୦ରୁ ଅଧିକ ଶ୍ରମିକ ବାଲେଶ୍ୱର ଜିଲ୍ଲାର ରେମୁଣାରେ ସୋମବାର ଦିନ ପହଞ୍ଚିଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି ଶ୍ରମିକମାନେ ବସ୍ତା ବ୍ଳକ ଅନ୍ତର୍ଗତ କେଶୁଡ଼ିହ ପଞ୍ଚାୟତର ବାସିନ୍ଦା । ଏହି ସମସ୍ତ ଶ୍ରମିକ ହାଇଦ୍ରାବାଦର ବେଗମପେଟ୍ ଅଞ୍ଚଳରେ…

ଲଦାଖ ସୀମାରେ ଉଡିଲା ଚୀନର ସାମରିକ ହେଲିକପ୍ଟର

ନୂଆଦିଲ୍ଲୀ: ଲଦାଖ ସୀମାରେ ଉଡିଲା ଚୀନର ହେଲିକପ୍ଟ । ମହାମାରୀ କରୋନା ଭାଇରସ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଚୀନ୍ ଏଭଳି ଉଦ୍ୟମ ଆରମ୍ଭ କରିଛି । ସେ ନିଜ ପଡୋଶୀ ଦେଶମାନଙ୍କ ସହ ଶତ୍ରୁତାପୂର୍ଣ୍ଣ ବ୍ୟବହାର ଆରମ୍ଭ କରିଛି । ଚାଇନାର ପିପୁଲ୍‌ସ ଲିବରେଶନ ଆର୍ମି ଓ ଭାରତୀୟ ସେନା ମଧ୍ୟରେ…

ଭୁବନେଶ୍ୱର-ନୂଆଦିଲ୍ଳୀ ସ୍ୱତନ୍ତ୍ର ଟ୍ରେନରେ ଲାଗିଲା ୫ ନୂଆ ବଗି

ଭୁବନେଶ୍ୱର: ଦୀର୍ଘ ଦେଢ଼ମାସ ପରେ ପୁଣିଥରେ ଆଜିଠାରୁ ଟ୍ରାକ୍‌ରେ ଗଡିଛି ଟ୍ରେନ୍ । ୧୫ଟି ସ୍ପେଶାଲ ଯାତ୍ରୀବାହୀ ଟ୍ରେନ୍ ଆରମ୍ଭ ହୋଇଛି । ଏହା ୧୫ଟି ସହରକୁ ଗଡିବ । ତେବେ ଅଧିକ ଯାତ୍ରୀ ହେବା କାରଣରୁ ଭୁବନେଶ୍ୱର ଛାଡିବାକୁ ଥିବା ଟ୍ରେନରେ ୫ଟି ବଗି ଅଧିକ ଲଗାଯାଇଛି । ରେଳବାଇ ଅନୁସାରେ…

ଲୁଣ ପାଇଁ ଲାଗିଲା ଲମ୍ବା ଲାଇନ୍‌, ଗୁଜବ ସୃଷ୍ଟିକାରୀ ଗିରଫ

ନବରଙ୍ଗପୁର: ଲୁଣ ପାଇଁ ଲାଗିଲା ଲମ୍ବା ଲଇନ୍ । ଲୋକେ ବୋହି ନେଲେ ବସ୍ତା ବସ୍ତା ଲୁଣ । ଲୁଣ ମିଳିବନି ବୋଲି ଗୁଜବ ପ୍ରଚାର ପରେ ବିଭିନ୍ନ ଦୋକାନ ଆଗରେ ଲୁଣ ପାଇଁ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ । ଏପରିକି ଲୋକେ ସାମାଜିକ ଦୂରତ୍ୱ ନିୟମକୁ ମଧ୍ୟ ଭୁଲି ଯାଇଥିଲେ। ମୁହଁରେ ମାସ୍କ ମଧ୍ୟ…

ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୬ ବଖରା ଘର

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ବ୍ଲକ ହଳଦିଗଡିଆ ଗ୍ରାମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ଟି ପରିବାରର ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଧାନ ଚାଉଳ ଆଦି ଖାଦ୍ୟ ସାମଗ୍ରୀ ଓ ବ୍ୟାପକ ଆସବାସପତ୍ର ପୋଡି ନଷ୍ଟ ହୋଇଛି । ଇଲେକ୍ଟ୍ରିକ୍ ସର୍ଟସର୍କିଟ ରୁ ଏହି…

ଏଥର ହେବନି ସ୍ୱତନ୍ତ୍ର ଓଜେଇଇ, ବି-ଟେକ୍ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ହେବନି ସ୍ୱତନ୍ତ୍ର ଓଜେଇଇ । ପ୍ରଥମ ଓଜେଇଇ ପରୀକ୍ଷାରେ ହିଁ ସବୁ ପ୍ରକାରର ପ୍ରବେଶିକା ପରୀକ୍ଷା କରାଯିବ। ପୂର୍ବରୁ ପ୍ରଥମ ଓଜେଇଇରେ ବି-ଫାର୍ମା, ଏମ୍‌-ଫାର୍ମା, ଏମ୍‌ବିଏ, ଏମ୍‌ସିଏ, ଲାଟାରାଲ ଏମ୍‌ବିଏ, ଲାଟାରାଲ ଏମ୍‌ସିଏ, ଏମ୍‌-ଆର୍କ ଭଳି ପାଠ୍ୟକ୍ରମ…