Latest Odisha News

BREAKING NEWS

Yearly Archives

2020

କରୋନା ଆତଙ୍କ: ଚତୁର୍ଥଥର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଇନଷ୍ଟାଗ୍ରାମରେ କ’ଣ କହିଲେ କନିକା କପୁର !

ଲକ୍ଷ୍ନୌ: ଚତୁର୍ଥଥର ଲାଗି କରୋନା ଭୂତାଣୁ ଜନିତ ଟେଷ୍ଟିଂ ପଜିଟିଭ୍ ଚିହ୍ନଟ ହେବା ପରେ ଇନଷ୍ଟାଗ୍ରାମରେ ଗାୟିକା କନିକା କପୁର ଭାବବିଭ୍ୱଳ ହୋଇ ଏକ ପୋଷ୍ଟିଂ ଶେୟାର୍ କରିଛନ୍ତି । ସେ ଛଳଛଳ ହୋଇ ଲେଖିଛନ୍ତି ଯେ, ସେ ଏବେ ଘରକୁ ଯାଇ ନିଜ ପରିବାର ଓ ପିଲାମାନଙ୍କୁ ଟିକେ ଦେଖିବାକୁ ଚାହାନ୍ତି ।…

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ଦେଲା ଓଡିଶା କୃଷି ଶିଳ୍ପ ନିଗମ !

ବାରିପଦା: କରୋନାଭାଇରସ୍‌କୁ କଡା ମୁକାବିଲା ଦେଉଛି ଓଡିଶା ସରକାର । ଏହି କ୍ଷେତ୍ରରେ ସହାୟତାର ହାତ ବଢାଇଛି ଓଡିଶା କୃଷି ଶିଳ୍ପ ନିଗମ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି…

କୋଭିଡ୍‌-୧୯: ଦେଶସାରା ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର: ଦେଶରେ କରୋନା ଭୂତାଣୁ ସଂକ୍ରମଣ ତଥା ୨୧ ଦିନିଆ ତାଲାବନ୍ଦ ସତ୍ତ୍ୱେ ଦେଶସାରା ପରିଲକ୍ଷିତ ହୋଇଥିବା ଖାଦ୍ୟାଭାବକୁ ଦୂର କରିବାର ଆହ୍ୱାନକୁ ରେଳ ମନ୍ତ୍ରଣାଳୟ ଗୁରୁତ୍ୱର ସହ ଗ୍ରହଣ କରି ଅତ୍ୟାବଶ୍ୟକୀୟ ପଦାର୍ଥର ପରିବହନ ଦେଶସାରା କରିବାକୁ ନିଶ୍ଚିତ କରିଛି । ଭାରତୀୟ ରେଳପଥ,…

କୋଭିଡ୍‌-୧୯: ଭୁବନେଶ୍ୱରରେ ଜବତ ହେଲା ବିପୁଳ ପରିମାଣର ନକଲି ସାନିଟାଇଜର୍

ଭୁବନେଶ୍ୱର: ରାଜଧାନୀର ଝାରପଡ଼ା ଅଞ୍ଚଳରୁ ଡ୍ରଗ୍ କଣ୍ଟ୍ରୋଲ୍ ଅଧିକାରୀମାନେ ସୋମବାର ଦିନ ବିପୁଳ ପରିମାଣର ନକଲି ସାନିଟାଇଜର୍ ଜବତ କରିଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବିନା ଲାଇସେନ୍ସରେ ନକଲି ହ୍ୟାଣ୍ଡୱାସ ତିଆରି କରାଯାଉଥିଲା । ଏହି ର‌୍ୟାକେଟରେ ସଂପୃକ୍ତ…

ଦିଲ୍ଲୀ ପୋଲିସ୍ ଜାରି କଲା ବିପଦପୂର୍ଣ୍ଣ କରୋନାଭାଇରସ୍ ୱେବସାଇଟ୍ ତାଲିକା !

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସାଇବର୍ କ୍ରାଇମ୍ ୟୁନିଟ୍ ବୁଧବାର ଜାରି କରିଛି କରୋନାଭାଇରସ୍ ସମ୍ପର୍କିତ କିଛି ବିପଦପୂର୍ଣ୍ଣ ୱେବସାଇଟ୍ ର ଲମ୍ବା ତାଲିକା । ଏହି ସମସ୍ତ ୱେବସାଇଟ୍‌କୁ ଇଣ୍ଟରନେଟ୍‌ରେ ନ ଖୋଲିବାକୁ ପରାମର୍ଶ ଦିଆଯାଇଛି । Following domains are listed as…

‘ବାହାରେ ଭିଡ଼ ଡ଼ାକୁଛି ମାତ୍ର ଯାଅ ନାହିଁ’; ଚିତ୍ରରେ ଭାଇ-ଭଉଣୀଙ୍କ କରୋନା ବାର୍ତ୍ତା

ଝାରସୁଗୁଡ଼ା: ଚିତ୍ରରେ କରୋନା ସଚେତନତାର ବାର୍ତ୍ତା ଦେଇଛନ୍ତି ଝାରସୁଗୁଡ଼ା ସହରର ଦୁଇଜଣ ଭାଇ-ଭଉଣୀ । କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ସାମାଜିକ ଦୂରତ୍ୱ ରକ୍ଷା କରିବା ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଚିତ୍ର ମାଧ୍ୟମରେ କହିଛନ୍ତି ପ୍ରାାଥମିକ ସ୍କୁଲରେ ପଢୁଥିବା ଋଷି ଓ ବୈଷ୍ଣବୀ ଦାସ ।…

ଭୁବନେଶ୍ୱର କର କ୍ଲିନିକ ଏମଡିଙ୍କ କରୋନା ରିପୋର୍ଟ ନେଗେଟିଭ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ-୪ରେ ଥିବା କର କ୍ଲିନିକର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାନ୍ତ କରଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିଛି । ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ସୋମବାର ସକାଳର ସମସ୍ତ କରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ସୂଚନା ଓ ଜନ ସମ୍ପର୍କ ବିଭାଗ ଟ୍ୱିଟ…

ହୋମ କ୍ୱାରେଣ୍ଟାଇନ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ: ପୋଲିସ ଡିଜି

ଭୁବନେଶ୍ୱର: ହୋମ କ୍ୱାରେଣ୍ଟାଇନ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଆଜି କରୋନା ଅପଡେଟ୍ ସାମ୍ବାଦିକ ସମ୍ମିଳନୀରେ ଏଭଳି କଡା ଚେତବାନୀ ଦେଇଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, ଯଦି କେହି ୧୪ ଦିନ ଘରେ ନରହି ନିୟମ ଉଲ୍ଲଂଘନ କରନ୍ତି ତେବେ ପୋଲିସ ସେମାନଙ୍କ ବିରୋଧରେ କାଡା…

କୋଭିଡ-୧୯ ସଂକ୍ରମଣ: ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା

ଭୁବନେଶ୍ୱର: ବୟସ୍କ ନାଗରିକଙ୍କ ପ୍ରତି କୋଭିଡ-୧୯ ସଂକ୍ରମଣର ଅଧିକ ଭୟ ରହିଛି । କାରଣ ସେମାନଙ୍କର ରୋଗ ପ୍ରତିଷେଧକ ଶକ୍ତି ଏବଂ ଶାରୀରିକ କ୍ଷମତା କମ ହୋଇଥାଏ । ଏହା ବ୍ୟତୀତ ଅଧିକାଂଶ ବରିଷ୍ଠ ନାଗରିକ ମଧୁମେହ, ଉଚ୍ଚ ରକ୍ତଚାପ, ଜଟିଳ କିଡନୀ ରୋଗ ଏବଂ ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ…

ଶିଶୁର ଶ୍ୱାସନଳୀରୁ ବାହାରିଲା ହୁଇସିଲ୍‌; ସମ୍ ଅଲ୍ଟିମେଟ୍ ମେଡି କେୟାରରେ ବିରଳ ଅସ୍ତ୍ରୋପଚାର !

ଭୁବନେଶ୍ୱର, ମାର୍ଚ୍ଚ୩୦: ୪ବର୍ଷର ଝିଅର ଶ୍ୱାସନଳୀରେ ଅଟକି ରହିଥିଲା ହୁଇସିଲ୍ । ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲର ଡାକ୍ତରୀ ଦଳ । ସୋନପୁରର ମିନୁ ମିଶ୍ର ନାମକ ଜଣେ ଶିଶୁ କନ୍ୟାଟି ହୁଇସିଲ ସହ ଖେଳୁଥିବାବେଳେ ଭୁଲରେ ଏହାକୁ…