Latest Odisha News

BREAKING NEWS

Yearly Archives

2020

ଦାଦନ ଶ୍ରମିକଙ୍କ ସହାୟତା ପାଇଁ ଅଣ୍ଟା ଭିଡିଲେ ଡାକ୍ତର; ସାନିଟାଇଜର, ମାସ୍କ ଧରି ୨୫୦ କିମି କଲେ ଯାତ୍ରା

କୋଲକାତା: ସାରା ଦେଶରେ ଏବେ ଲକଡାଉନ ଚାଲିଛି । ଦେଶରେ ୨୧ ଦିନିଆ ଲକଡାଉନ ପୂର୍ବରୁ ବାହାର ରାଜ୍ୟରୁ ଚାଲି ଚାଲି ଫେରୁଥିବା ଶ୍ରମିକଙ୍କ ସାହାଯ୍ୟ ପାଇଁଁ ପଶ୍ଚିମବଙ୍ଗର ୨ଜଣ ଡାକ୍ତର ଶହ ଶହ କିମି ଯାତ୍ରା କରିଛନ୍ତି । କୋଲକାତାର ଡାକ୍ତର ମସୁଦା ଖାତୁନ ଓ ଅବଦୁଲ ଅଜିଜ ରାଜ୍ୟ ରାଜଧାନୀ ଠାରୁ…

କୋରାପୁଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ: କୋରାପୁଟ ଜିଲ୍ଲାରେ ଶନିବାର ଦିନ ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମ ତୁଳସୀ ଉଲକା ଓରଫ୍ ସଙ୍ଗୀତା ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ସେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ କୋରାପୁଟ ଏସପି ମୁକେଶ…

କରୋନା ମୁକାବିଲା: ସହାୟତାର ହାତ ବଢାଇଲା ରେଳବାଇ, ଟ୍ରେନରେ ହେବ ଆଇସୋଲେସନ ଓ୍ବାର୍ଡ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ମୁକାବିଲା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସହାୟତାର ହାତ ବଢାଇଛି ଭାରତୀୟ ରେଳବାଇ । ରେଳ ବିଭାଗ ପକ୍ଷରୁ ଟ୍ରେନରେ ଆଇସୋଲେସନ କୋଚ ତିଆରି କାର୍ଯ ଆରମ୍ଭ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।…

ପୋଲିସଠୁ ଲାଠିମାଡ ଖାଇଲେ କମେଡିଆନ ସୁନୀଲ ଗ୍ରୋଭର !

ମୁମ୍ବାଇ: ଲକ ଡାଉନ ବେଳେ ଘରୁ ବାହାରି ପୋଲିସର ଲାଠି ମାଡ ଖାଇଲେ କମେଡିଆନ୍ ଗୁଥି ଓରଫ ସୁନୀଲ ଗ୍ରୋଭର । ତେବେ ଏକଥା ଆମେ କହୁନୁ । ସେ ନିଜ ଇଂଷ୍ଟାଗ୍ରାମରେ ସେୟାର କରିଥିବା ଦୁଇଟି ଫଟୋକୁ ଦେଖିଲେ ଏହା ଜଣାପଡୁଛି । ତାଙ୍କର ଏହି ଦୁଇ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।…

କେରଳରେ ଫଶି ରହିଛନ୍ତି ୪୫ ଓଡିଆ ଶ୍ରମିକ

ଖୋର୍ଦ୍ଧା: ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ କେରଳରେ ଫଶି ରହିଛନ୍ତି ୪୫ ଜଣ ଓଡିଆ ଦିନ ମଜୁରିଆ । ଏମାନଙ୍କ ଘର ଖୋର୍ଦ୍ଧା, ବେଗୁନିଆ, ରଣପୁର ଅଂଚଳରେ ହୋଇଥିବା ବେଳେ ଗଲା ୮ ମାସ ହେଲା ଏମାନେ କେରଳର ଗୁଡିକୋଟ ଜିଲ୍ଲାର କୁଦିଆର ଜଙ୍କସନଠାରେ କାମ କରୁଥିଲେ । ଏବେ ଲକ୍ ଡାଉନ…

କୋଭିଡ-୧୯ ଲକଡାଉନ: ମଦ ନମିଳିବାରୁ ବ୍ୟକ୍ତିଙ୍କ ଆତ୍ମହତ୍ୟା

ତ୍ରିସୁର: ଦେଶରେ କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଘୋଷଣା ହୋଇଛି । ଏହା ମଧ୍ୟରେ ସମସ୍ତ ଅନାବଶ୍ୟକ ଦୋକାନ, ବଜାର, ମଦ ଦୋକାନ ଗୁଡିକୁ ବନ୍ଦ କରି ଦିଆଯାଇଛି । ଶୁକ୍ରବାର ଦିନ କେରଳର ତ୍ରିସୁରରେ ଜଣେ ବ୍ୟକ୍ତି ମଦ ଉପଲବ୍ଧ ନହେବାରୁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ…

କୋଭିଡ-୧୯ ଲକଡାଉନ: ଓଡିଶା ସରକାର ଜାରି କଲେ ହେଲ୍ପଲାଇନ ନଂ…

ଭୁବନେଶ୍ୱର: ଦେଶବ୍ୟାପୀ ଜାରି ରହିଥିବା ଲକଡାଉନକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ପକ୍ଷରୁ ତିନୋଟି ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ହେଲ୍ପଲାଇନ ନଂ ଗୁଡିକ ହେଉଛି- ୦୬୭୪-୨୬୨୦୨୦୦ - ସୀମା ଭିତରେ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସାମଗ୍ରୀର ନିରବଚ୍ଛିନ୍ନ ପରିବହନ ସୁନିଶ୍ଚିତ…

ବ୍ୟାପୁଛି କରୋନାଭାଇରସ; ଗୋଟିଏ ଦିନରେ ଭାରତରେ ୧୪୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୮୭୩ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି ୧୪୯ଟି…

କୋଭିଡ-୧୯ ଲକଡାଉନ: ଏୟାର ଇଣ୍ଡିଆ ଆରମ୍ଭ କଲା କାର୍ଗୋ ସେବା

ଭୁବନେଶ୍ୱର: କରୋନାଭାଇରସର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବା ବେଳେ ଖାଦ୍ୟ ଏବଂ ଔଷଧର ଠିକ୍ ସମୟରେ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏୟାର ଇଣ୍ଡିଆପକ୍ଷରୁ ଶନିବାର ଦିନ ଓଡିଶାରୁ କାର୍ଗୋ ସେବା ଆରମ୍ଭ ହେଉଛି । ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର…

ଦକ୍ଷିଣ ଦର୍ଶନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର... ଦକ୍ଷିଣ ଓଡ଼ିଶା ଦକ୍ଷତାର ଓଡ଼ିଶା, ଦୃପ୍ତତାର ଓଡ଼ିଶା, ଦୁର୍ଦ୍ଦାନ୍ତତାର ଓଡ଼ିଶା । ଦକ୍ଷିଣ ଓଡ଼ିଶା ଦୁର୍ବାର ଓଡ଼ିଶା । ବନଜଂଗଲରୁ ଆରମ୍ଭ କରି ପାହାଡ଼ପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣ ଓଡ଼ିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢ଼ ଭାବମୂର୍ତ୍ତି…