Latest Odisha News

BREAKING NEWS

Yearly Archives

2020

ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ୫୪୫ କୋଟି; ଟଙ୍କା ଉଠାଣ ପାଇଁ ନିର୍ମଳାଙ୍କୁ ଚିଠି ଲେଖିଲେ ରାଜ୍ୟ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ଅଛି । ଓଡିଶାର ଅର୍ଥମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଜମା ଟଙ୍କା ଉଠାଣ ପାଇଁ ଚିଠି ଲେଖିଛନ୍ତି । ଜଗନ୍ନାଥ ମନ୍ଦିରର ଜମା ଟଙ୍କା ଉଠାଣ ପାଇଁ…

ସତରେ କ’ଣ ମହିଳା ସ୍ୱୟଂସିଦ୍ଧା……

ଭୁବନେଶ୍ୱର: ସେ ମା'ର ଗର୍ଭକୁ ଆସିବା କ୍ଷଣି ତା ଲାଗି ନିଷ୍ପତି ନେବା ଆରମ୍ଭ ହୋଇଯାଏ । ସେ ମା'ର ଗର୍ଭରୁ ମା'ର କୋଳକୁ ଆସିବ ନା ନାହିଁ ସେ ନେଇ ଚାଲେ ଟଣା ଓଟରା । ଭୃଣ ହତ୍ୟା ଲାଗି ଚାଲେ ଯୋଜନା । ଆଉ ଯଦି ମାର ଅନେକ ସଂଘର୍ଷ ପରେ ଗର୍ଭରେ ତାକୁ ବଢିବାକୁ ଦିଆଯାଏ । ତେବେ କୋଳକୁ ଆସିବା…

ଦେଶ ଛାଡି ଯାଉଥିବା ରାଣା କାପୁରଙ୍କ ଝିଅ ମୁମ୍ବାଇ ବିମାନ ବନ୍ଦରରେ ଅଟକ

ମୁମ୍ବାଇ: ୟେସ ବ୍ୟାଙ୍କର ପ୍ରତିÂାତା ରାଣା କାପୁରଙ୍କ ଝିଅ ରୋଶନୀ କାପୁରଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ପୋଲିସ ଦେଶ ଛାଡି ଯିବାକୁ ଅନୁମତି ଦେଇନି । ବ୍ରିଟିଶ ଏୟାରୱେଜରେ ରୋଶନୀ ଦେଶ ଛାଡିବା ପାଇଁ ଯୋଜନା କରୁଥିଲେ । ପୂର୍ବରୁ ପ୍ରବର୍ତନ ନିଦେ୍ର୍ଧଶାଳୟ (ଇଡି) ରାଣା କାପୁର, ପତ୍ନୀ…

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ: ୫୩ ଲକ୍ଷ ଟଙ୍କାର କାରବାର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ମାର୍ଚ୍ଚ ୨ ତାରିଖଠାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି…

ଜ୍ୱାଇଁ ହତ୍ୟାକାରୀ ଶ୍ୱଶୂରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ପ୍ରଣୟ ଅନର କିଲିଂର ମୁଖ୍ୟ ଅଭିଯୁକ୍ତ ମାରୁତି ରାଓ ହାଇଦ୍ରାବାଦରେ ଆତ୍ମହତ୍ୟା କରିଛନ୍ତି। ମାରୁତି ରାୟ ଜାମିନ୍ ପାଇବା ପରେ ବାହାରେ ଥିଲେ । ଉଲ୍ଲେଖନୀୟ ଯେ, ୨୩ ବର୍ଷୀୟ ପ୍ରଣୟଙ୍କୁ ସେପ୍ଟେମ୍ବର ୨୦୧୮ରେ ଦିନଦ୍ବିପ୍ରହରେ ହତ୍ୟା କରିଦିଆଯାଇଥିଲା। ଏହି ଘଟଣାର ସିସିଟିଭି…

କବି ନୃସିଂହ ତରାଇଙ୍କ ଚତୁର୍ଥ କବିତା ସଂକଳନ ‘ଆକାଶରେ ମେଘ ନାହିଁ’ ଲୋକାର୍ପିତ

ଭୁବନେଶ୍ୱର: ବିଜୟିନୀ ପବ୍ଲିକେଶନସ୍ ଦ୍ୱାରା ପ୍ରକାଶିତ ପ୍ରଗତିଶୀଳ ଯୁବକବି ନୃସିଂହ ତରାଇଙ୍କ ଚତୁର୍ଥ କବିତା ସଂକଳନ ‘ଆକାଶରେ ମେଘ ନାହିଁ’ ଗୀତଗୋବିନ୍ଦ ସଦନରେ ଏକ ବର୍ଣ୍ଣାଢ୍ୟ ସଭାରେ ଲୋକାର୍ପିିତ ହୋଇଯାଇଛି । ପ୍ରାରମ୍ଭରେ କବି ନିରାକାର ଦାସ ସ୍ୱାଗତ ଭାଷଣ ଦେଇ ବ୍ୟସ୍ତବହୁଳ ଜୀବନରେ…

ହୋଲିରେ କିପରି ନେବେ ନିଜ ତ୍ୱଚାର ଯତ୍ନ, ଜାଣନ୍ତୁ…

ଭୁବନେଶ୍ୱର: ଆସୁଛି ରଙ୍ଗର ପର୍ବ ହୋଲି । ଏହିଦିନ ପରସ୍ପର ପରସ୍ପରକୁ ନାନା ପ୍ରକାରର ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଇଥାନ୍ତି । ତେବେ ଏହି ଖୁସିର ପର୍ବରେ ସାବଧାନତା ଅବଲମ୍ବନ ନକଲେ ଏହା ଦୁଃଖରେ ପରିଣତ ହୋଇଯାଏ । ତେବେ ହୋଲି ପୂର୍ବରୁ କିପରି ନିଜ ତ୍ୱଚାର ଯତ୍ନ ନେବେ ଆସନ୍ତୁ…

ଭୁବନେଶ୍ୱର ଆରଏମଆରସିରେ କରୋନା ଟେଷ୍ଟ ସୁବିଧା ଉପଲବ୍ଧ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଂଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର (ଆରଏମଆରସି)ରେ କରୋନା ଟେଷ୍ଟ ଉପଲବ୍ଧ ହୋଇଛି । ଏନେଇ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରେସମିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, “ପ୍ରଥମେ ଓଡିଶାରେ କରୋନା ଟେଷ୍ଟ ହୋଇ ପାରୁନଥିଲା । କରୋନା ଟେଷ୍ଟ ପାଇଁ…

କରୋନା ପ୍ରଭାବ: ଫିକା ପଡିବକି ହୋଲି ରଙ୍ଗ ?

ଭୁବନେଶ୍ୱର: ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି ମାରାତ୍ମକ କରୋନା ଭାଇରସ । ଚୀନରେ ସୃଷ୍ଟ ଏହି ଭାଇରସ ଏବେ ୩୯ ଟି ଦେଶକୁ ବ୍ୟାପି ସାରିଛି । ସାରାବିଶ୍ୱରେ ଏହାର ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପି ସାରିଥିବା ବେଳେ ଭାରତରେ ୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏଭଳି…

ରାୟଗଡରେ କ୍ରିକେଟ୍ ବେଟିଂ; ୩ ଅଟକ

ଗୁଣୁପୁର: ରାୟଗଡ ଜିଲ୍ଲାର ଗୁଣୁପୁର ଅଞ୍ଚଳରେ ପୋଲିସ ରବିବାର ଦିନ କ୍ରିକେଟ୍ ବେଟିଂ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି । ସମ୍ପୃକ୍ତ ବ୍ୟକ୍ତିମାନେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ବେଟିଂ କରୁଥିଲେ । ପ୍ରାପ୍ତ…