ଦିଲ୍ଲୀରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ସ୍ବାମୀ-ସ୍ତ୍ରୀ ଅଟକ
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍(ଆଇଏସ୍ଆଇଏସର ଖୁରାସାନ୍ ମଡ୍ୟୁଲ) ଆଇଏସ ସହିତ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି । ଦୁହିଁଙ୍କୁ ଓଖାଲା ଅଞ୍ଚରେ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁସାରେ ଗିରଫ ବ୍ୟକ୍ତିର ନାମ ଜାହାନଜେବ୍ ସାମି ଓ ତା’ ସ୍ତ୍ରୀର ନାଁ ହିନ୍ଦା ବସିର…