କୋରାପୁଟରେ ସ୍କୁଲ ନିକଟରୁ ସ୍ଥାନାନ୍ତରିତ ହେବ ବିଦ୍ୟୁତ ଲାଇନ୍
ଜୟପୁର: ସ୍କୁଲ ପିଲାମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଅସୁରକ୍ଷିତ ବିଦ୍ୟୁତ ଲାଇନ ଏବଂ ଭିତ୍ତିଭୂମି ବିଦ୍ୟାଳୟ ନିକଟବର୍ତ୍ତୀ ସ୍ଥାନରୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି।
ମିଳିଥିବା ସୂଚନାନୁଯାୟୀ, ଏହି ବିଦ୍ୟୁତ୍ ଲାଇନ ସ୍ଥାନାନ୍ତରିତ…