Latest Odisha News

BREAKING NEWS

Yearly Archives

2020

ବାର୍ବି ବାହାର କଲା ବ୍ରିଟେନର ଦ୍ରୁତତମ ଧାବିକା ଡିନା ଆଶେର ସ୍ମିଥଙ୍କ ଲୁକ୍‌ର କଣ୍ଢେଇ

ଲଣ୍ଡନ: ବ୍ରିଟେନଇତିହାସର ଦ୍ରୁତତମ ଧାବିକା ଡିନା ଆଶେର ସ୍ମିଥଙ୍କ ସମ୍ମାନାର୍ଥେ ବାର୍ବି କମ୍ପାନୀ ତାଙ୍କ ଲୁକର କଣ୍ଢେଇ ବାହାର କରିଛି । ଡିନାଙ୍କ ବାର୍ବି କଣ୍ଢେଢ଼ ଛୋଟ ପିଲାଙ୍କୁ ଆଥଲେଟ ପ୍ରତି ଆକୃଷ୍ଟ କରିବା ବୋଲି କମ୍ପାନୀ ଆଶା ବ୍ୟକ୍ତ କରିଛି । ଏହା ମୋ ପାଇଁ ନିଶ୍ଚିତ ଭାବେ ଏକ…

ବିଜେପି ନେତା କପିଲ ମିଶ୍ରାଙ୍କୁ ମିଳିବ Y+ ସୁରକ୍ଷା

ନୂଆଦିଲ୍ଲୀ: ବିଜେପି ନେତା କପିଲା ମିଶ୍ରାଙ୍କୁ ଦିଆଯିବ Y+ ସୁରକ୍ଷା । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏଭଳି ବଡ ନିଷ୍ପତି ଦିଲ୍ଲୀ ପୋଲିସ । ଦିଲ୍ଲୀ ହିଂସାରେ କପିଲ ମିଶ୍ରାଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଲୋକଙ୍କୁ ଉସକାଇବା ଭଳି ଅଭିଯୋଗ ତାଙ୍କ ଉପରେ ଲାଗିଛି ।…

ଓଡିଶୀ ନୃତ୍ୟାଙ୍ଗନା ପ୍ରିୟମ୍ବଦା ମହାନ୍ତି ହେଜମାଦିଙ୍କୁ ‘ଗଙ୍ଗାଧର ରଥ ସ୍ମାରକୀ’ ସମ୍ମାନ

ଭୁବନେଶ୍ୱର: ସାହିତ୍ୟିକ ଓ ନାଟ୍ୟକାର ରମେଶ ଚନ୍ଦ୍ର ପାଣିଗ୍ରାହୀ ଓଡିଶାର ଆଧୁନିକ ନାଟକ ପାଇଁ ‘ସାହିତ୍ୟ ଭାରତୀ ସମ୍ମାନ ୨୦୨୦’ରେ ସମ୍ମାନିତ ହେବେ । ଗଙ୍ଗାଧର ରଥ ଫାଉଣ୍ଡେସନ ଦ୍ୱାରା କୋଣାର୍କ ସୂର୍ଯ୍ୟ ମନ୍ଦିର ଥିବା ଏକ ରୋପ୍ୟ ପଦକ, ୧ ଲକ୍ଷ ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ…

ଟ୍ରାଫିକ୍ ଚେକିଂ: ୨ ବିଏମ୍‌ସି ଗାଡିକୁ ୩୨ ହଜାର ଟଙ୍କାର ଫାଇନ୍‌

ଭୁବନେଶ୍ୱର: ତୃତୀୟ ଦିନରେ ମଧ୍ୟ ଟ୍ରାଫିକ ପୋଲିସର ଧରପଗଡ ଜାରି ରହିଛି । ରାଜଧାନୀ ଭୁବନେଶ୍ୱରେ ଗାଡି ମୋଟର ଯାଂଚ କଡାକଡି ଚାଲିଛି । ତେବେ ଆଜି ବିଏମ୍‌ସିର ଆଳିଆ ବୁହା ୨ ଗାଡିରୁ ୩୨ ହଜାର ୫ଶହ ଟଙ୍କାର ଫାଇନ୍ ଆଦାୟ ହୋଇଛି । ବୀମା, ପରମିଟ୍ ଓ ପଲ୍ୟୁସନ ପାଇଁ ଗୋଟିଏ ଗାଡିକୁ ୨୨ ହଜାର…

ଡିଜେ ଗାଡିକୁ ୨୦ ହଜାର ଟଙ୍କା ଫାଇନ

ସମ୍ବଲପୁର: ଆଜି ତୃତୀୟ ଦିନରେ ମଧ୍ୟ ଟ୍ରାଫିକ ଚେକିଂ ଜୋରଧାର ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ ନିୟଲ ଉଲ୍ଲଂଘନ କାରୀଙ୍କ ଉପରେ ଜୋରଦାର ଚଢ଼ାଉ ହେଉଛି ଏବଂ ମୋଟା ଅଙ୍କର ଚାଲାଣ ମଧ୍ୟ କଟୁଛି । ଏହି କ୍ରମରେ ଆଜି ସମ୍ବଲପୁରର ଏକ ଡିଜେ ଗାଡିରୁ ୨୦ ହଜାର ୫…

ଟ୍ରାଫିକ ଚେକିଂ: ଅଟୋ ଚାଳକଙ୍କୁ ୩୦ ହଜାର ଟଙ୍କାର ଜରିମାନା

ସମ୍ବଲପୁର : ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଜୋରଦାର ଧରପଗଡ ହୋଇଛି । ଜଣେ ଅଟୋ ଚାଳକଙ୍କୁ ୩୦ ହଜାର ଟଙ୍କାର ଚାଲାଣ କାଟିଛି ସମ୍ବଲପୁର ପରିବହନ ବିଭାଗ । ସମ୍ବଲପୁରର ଲକ୍ଷ୍ମୀ ଟକିଜ ଛକରେ ୩୦ହଜାର ୫୦୦ଟଙ୍କାର ଚାଲାଣ କଟାଯାଇଛି । ବିନା ପଞ୍ଜିକରଣ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ୫ହଜାର…

ଆରମ୍ଭ ହେଲା ପୁରୀକୁ ଭିକାରୀ ମୁକ୍ତ କରିବା ପ୍ରକ୍ରିୟା

ପୁରୀ: ପୁରୀକୁ ଭିକାରୀ ମୁକ୍ତ କରିବା ପାଇଁ ପାଇଲଟ ପ୍ରୋଜେକ୍ଟ ‘ସକ୍ଷମ ଯୋଜନା’ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖରେ ଥିବା ଭିକାରୀଙ୍କ କାଉନସେଲିଂ ପରେ ସେମାନଙ୍କୁ ‘ନୀଳାଦ୍ରି ନିଳୟ’ ପଠାଯିବ । ଋବିବାର ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଏକ…

ବ୍ୟାଟେରୀ ବିସ୍ଫୋରଣ ଘଟି ୩ ନାବାଳକ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଲିକାଟୁ ଥାନା ଅନ୍ତର୍ଗତ ସୋମପୁର ଗ୍ରାମର ଏକ ଘର ଭିତରରେ ବ୍ୟାଟେରୀ ସହ ଖେଳୁଥିବା ବେଳେ ବିସ୍ଫୋରଣ ଘଟି ତିନିଜଣ ନାବାଳକ ମଙ୍ଗଳବାର ଦିନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଆହତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ । ପ୍ରାପ୍ତ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର: ମଙ୍ଗଳବାର ଦିନ ବ୍ରହ୍ମପୁର ରୋଡ ଓ ବିଲ୍ଡିଂ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ୱତନ୍ତ୍ର ନ୍ୟାୟାଧୀଶଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଚଢ଼ଉ କରାଯାଇଛି ।…

କାୟା ମେଲାଉଛି କରୋନା ଭାଇରସ; ୨୪ ଘଣ୍ଟାରେ ଚୀନରେ ୧୨୫ ଆକ୍ରାନ୍ତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୮୯,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱସ୍ଥ୍ୟ କମିଶନର ସୂଚନାନୁଯାୟୀ କରୋନା ଭାଇରସ୍…