Latest Odisha News

BREAKING NEWS

Yearly Archives

2020

ପୁଣି ଆସୁଛି ବର୍ଷା !

ଭୁବନେଶ୍ୱର: ପୁଣି ରାଜ୍ୟରେ ବର୍ଷା ହେବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୫ ଦିନରେ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଗଜପତିରେ ବର୍ଷ ହେବାର ସମ୍ଭାବନା…

ଅଣାୟତ ହେଉଛି ‘କରୋନା ଭାଇରସ୍‌’; ଚୀନରେ ମୃତ୍ୟୁ ସଂଖ୍ୟା ୩୦୦୦ ଛୁଇଁଲା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩୦୦୦କୁ ଛୁଇଁଛି । ଏଥିସହିତ ୮୮,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନା ଭାଇରସରେ ଗତ ୨୪ ଘଣ୍ଟା…

ଦିଲ୍ଲୀ ହିଂସା: ଗୁଜବ ନେଲା ଜୀବନ!

ନୂଆଦିଲ୍ଲୀ: ଏବେ ଦିଲ୍ଲୀରେ ଅବସ୍ଥା ବହୁତ ସମ୍ବେଦନଶୀଳ । ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସୃଷ୍ଟି ହୋଇଥିବା ହିଂସା କାରଣରୁ ମୃତ୍ୟୁ ସଂଖ୍ୟା ୪୫ ଛୁଇଁଲାଣି । ସିଏଏ ବିରୋଧୀ ଓ ସମର୍ଥକଙ୍କ ମଧ୍ୟରେ ଗଢ଼ି ଉଠିଥିବା ହିଂସା ଅଣାୟତ୍ତ ହୋଇପଡିଥିଲା । କିନ୍ତୁ ସ୍ଥିତି ସ୍ୱାଭାବିକ…

ଭଦ୍ରକ ଧାମରା ବନ୍ଦରର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦାବାଲି ସ୍ଥିତ ଧାମରା ବନ୍ଦରର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ । ନିଆଁ ଲାଗିବା ଦ୍ୱାରା ବନ୍ଦରରେ ଗଚ୍ଛିତ ସ୍ଲାବ ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଜଳିଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ…

ସୁନାପୁର ବେଳାଭୂମିରେ ବିରାଟକାୟ ହ୍ୱେଲ ସାର୍କର ମୃତ୍ୟୁ

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁନାପୁର ବେଳାଭୂମିରେ ଏକ ହ୍ୱେଲ ସାର୍କ ମୁମୂର୍ଷୁ ଅବସ୍ଥାରେ ଆସି ଲାଗିଥିଲା । ପରେ ସାର୍କଟି ମୃତ ବୋଲି ଜଣାପଡିଛି । ଆଜି ସାର୍କର ଶବ ବ୍ୟବଚ୍ଛେଦ ହେବା ନେଇ ଗଞ୍ଜାମ ଡିଏଫଓ ଅମ୍ଲାନ କୁମାର ଦାସ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ,…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨-୩-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ ତା ୨ ରିଖ ସୋମବାର କୁମ୍ଭ ୧୯ ଫାଲଗୁନ ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର ଆଜି:…

ପ୍ରଥମ ଦିନରେ କଟିଲା ୨ଲକ୍ଷ ୯୨ ହଜାରର ଚାଲାଣ

ଭୁବନେଶ୍ୱର: ଆଜିଠାରୁ ମୋଟରଯାନ ଆଇନ କଡାକଡି ହେବା ସହ ଜୋରଦାର ଧରପଗଡ ହୋଇଛି । ରାଜଧାନୀରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି । ଗୋଟିଏ ଦିନରେ ପାଖାପାଖି ୨ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ଆରଟିଓ-୨ ଆଜି…

ଆସନ୍ତୁ ଜାଣିବା କଲିକତାର କେଉଁ କାଳୀ ମନ୍ଦିରରେ ଚାଓମିନ୍ ଭୋଗ ହୁଏ

କଲିକତା: ପଶ୍ଚିମବଙ୍ଗର ଏକ କାଳୀ ମନ୍ଦିରରେ ଚାଓମିନ୍ ଭୋଗ ହୁଏ । ବିଶ୍ୱାସ ନ ହେଲେ ମଧ୍ୟ ଏହା ସତ୍ୟ । କଲିକତାର ଟାଙ୍ଗରା ଅଂଚଳରେ ଏହି ମନ୍ଦିର ଅବସ୍ଥାପିତ । ଏହାର ନାମ ହେଲା ଚାଇନିଜ କାଳୀ ମନ୍ଦିର । ୬୦ ବର୍ଷ ତଳେ ଜଣେ ଭକ୍ତ ୨ଟି କଳା ପଥରରେ ସିନ୍ଦୁର ଲଗାଇ ଗଛ ତଳେ ପୂଜା କରୁଥିଲେ । ପରେ…

ମାର୍ଚ୍ଚ ୨ରୁ ଖୋଲିବ ଏସବିଆଇ କାର୍ଡ ଆଇପିଓ; କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି ବିଷୟରେ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ସହାୟକ କମ୍ପାନୀ ଏସବିଆଇ କାର୍ଡ ଆଇପିଓର ଆଇପିଓ ମାର୍ଚ୍ଚ ୨ ରେ ଖୋଲିବ। ଏଥି ସହିତ ଏହାର ମୂଲ୍ୟ ବ୍ୟାଣ୍ଡ ୭୫୦ ରୁ ୭୫୫ ଟଙ୍କା ସ୍ଥିର କରାଯାଇଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଆଇପିଓରୁ…

ଝିଅକୁ ବିବାହ କରାଇବା ପାଇଁ ମାଇକ ଟାଇସନ ବ୍ୟଗ୍ର, ଜ୍ବାଇଁକୁ ଦେବେ ୭୦ ଲକ୍ଷ ଟଙ୍କା !

ନ୍ୟୁୟର୍କ: ପୂର୍ବତନ ବିଶ୍ୱ ଚାମ୍ପିୟନ ବକ୍ସର ମାଇକ ଟାଇସନ ତାଙ୍କ ଝିଅ ମିକି ଲୋର୍ଣ୍ଣାଙ୍କ ବିବାହ ନେଇ ବ୍ୟସ୍ତ ହେଉଥିବା ଖବର ପ୍ରକାଶ ପାଇଛି । ଯିଏ ତାଙ୍କ ୩୦ ବର୍ଷୀୟ ଝିଅଙ୍କୁ ବିବାହ କରିବ ସେ ୭୦ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି । ତେବେ ଏହି ରିପୋର୍ଟ ଭାଇରାଲ ହେବା ପରେ ଟାଇସନ…