Latest Odisha News

BREAKING NEWS

Yearly Archives

2020

କୋରାପୁଟରୁ ଜବତ ହେଲା ବିସ୍ଫୋରକ ବୋଝେଇ ଟ୍ରକ୍

କୋରାପୁଟ: ଜୟପୁର ଟାଉନ ଥାନା ସୋମବାର ଦିନ ଏକ ବିସ୍ଫୋରକ ବୋଝେଇ ଟ୍ରକକୁ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି। ପ୍ରାପ୍ତ ସୂଚନାନୁଯାୟୀ, ଆଜି ସକାଳେ ହାଇଦ୍ରାବାଦରୁ ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ଅଭିମୁଖେ ଯାଉଥିବା ବେଳେ ଏହି ଟ୍ରକକୁ ଅଟକାଇ ଦିଆଯାଇଥିଲା। ଚେକିଂ ପରେ ଉକ୍ତ…

ନିର୍ଭୟା ମାମଲା: ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ଖାରଜ ହୋଇଛି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ । ସୁପ୍ରିମକୋର୍ଟ ପବନର ପିଟିସନକୁ ଖାରଜ କରିଛନ୍ତି । ଏହି କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ଏବେ ପବନ ପାଖରେ ଏକ ମାତ୍ର ରାଜକ୍ଷମା ଆବେଦନର ବିକଳ୍ପ ରହିଛି । ସେପଟେ ପବନର ଓକିଲ…

ମାର୍ଚ୍ଚ ୫ରେ ‘ବିଜୁ ପଟ୍ଟନାୟକ ମିନି ମାରାଥନ’

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀ ମାର୍ଚ୍ଚ ୫ ରେ ପାଳିତ ହେବାକୁ ଥିବାବେଳେ ଭୁବନେଶ୍ୱରରେ ଆୟୋଜିତ ହେବ ବିଜୁ ପଟ୍ଟନାୟକ ମିନି ମାରାଥନ । ଯେଉଁଥିରେ ପ୍ରାୟ ୩୫୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରିପାରନ୍ତି । କ୍ରୀଡା ଏବଂ ଯୁବ ସେବା ବିଭାଗ ଦ୍ୱାରା…

ଦ୍ୱିତୀୟ ଟେଷ୍ଟରେ ପରାସ୍ତ ହେଲା ଭାରତ; ୨-୦ରେ ନ୍ୟୁଜିଲାଣ୍ଡର ଶୃଙ୍ଖଳା ହାସଲ

ଖ୍ରୀଷ୍ଟଚର୍ଚ୍ଚ: ଭାରତୀୟ ଟେଷ୍ଟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ପରାଜୟ ବରଣ କରିଛି । ଦ୍ୱିତୀୟ ଇନିଂସରେ ମାତ୍ର ୧୨୪ ରନରେ ଅଲଆଉଟ ହେବାପରେ ନ୍ୟୁଜିଲାଣ୍ଡକୁ ମ୍ୟାଚ ଜିତିବାକୁ ଆବଶ୍ୟକ ହେଉଥିଲା ୧୩୨ ରନ । କିୱିଦଳ ମାତ୍ର ୩ଟି ୱିକେଟ ବିନିମୟରେ ଆବଶ୍ୟକୀୟ ରନ ସଂଗ୍ରହ…

ସାଂସଦଙ୍କ ମାନବିକତା: ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ

ନବରଙ୍ଗପୁର: ବିଜେଡି ନେତା ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଗତ ରବିବାର ଦିନ ଦୁର୍ଘଟଣାର ଶିକାର ହୋଇଥିବା ୨ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରିବାରେ ସାହାଯ୍ୟ କରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ସମ୍ପୃକ୍ତ ବ୍ୟକ୍ତିମାନେ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଦୁର୍ଭାଗ୍ୟବଶତଃ…

+୨ ପରୀକ୍ଷା ଲାଗି କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା; ପରୀକ୍ଷା କେନ୍ଦ୍ରକୁ ସ୍ମାର୍ଟ ଘଡ଼ି, ମୋବାଇଲ୍ ଫୋନ୍ ମନା !

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଅର୍ଥାତ୍ ମାର୍ଚ୍ଚ ୩ତାରିଖରୁ ଆରମ୍ଭ ହେବାକୁ ଯାଉଛି +୨ ପରୀକ୍ଷା । ଏବର୍ଷ ପରୀକ୍ଷା ଲାଗି ସୁରକ୍ଷା ବ୍ୟବସ୍ଥାକୁ ସବୁଠାରୁ ଅଧିକ ଭାବେ କଡ଼ାକଡ଼ି କରାଯାଇଛି । ଉଭୟ ପରୀକ୍ଷାକେନ୍ଦ୍ର ଏବଂ ପରୀକ୍ଷାର୍ଥୀଙ୍କ ଉପରେ ରହିବ କଡ୍ଡା ନଜର । ପରୀକ୍ଷାକେନ୍ଦ୍ରକୁ…

କଟକ ଏସସିବି ସମ୍ପ୍ରସାରଣ: ବସ୍ତି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ ପାଇଁ ଆଜିଠାରୁ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଚୂନ ଭାଟି, ରାଣୀହାଟ, ମଙ୍ଗଳା ବସ୍ତି, ତାଳଦଣ୍ଡା କେନାଲ ବସ୍ତିର ଉଚ୍ଛେଦ ହେଉଛି । ମୋଟ ୯୫ଟି ବସ୍ତି ଘର ଉଚ୍ଛେଦ ନେଇ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଯାଇଛି । ସିଏମସି…

ଭାରତର ବୁଲବୁଲ୍ ସରୋଜିନୀ ନାଇଡ଼ୁଙ୍କ ଆଜି ପୁଣ୍ୟତିଥି, ଜାଣନ୍ତୁ ତାଙ୍କ ଅକୁହା ଜୀବନୀ କଥା

ଭୁବନେଶ୍ୱର: ‘ଦ ନାଇଟିଙ୍ଗେଲ୍ ଅଫ୍ ଇଣ୍ଡିଆ’ ଅବା ଭାରତର ବୁଲବୁଲ୍ ସରୋଜିନୀ ନାଇଡୁଙ୍କ ଆଜି ଶ୍ରାଦ୍ଧବାର୍ଷିକୀ । ସେ ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ଓ ନେତ୍ରୀ । ଏପରିକି ସରୋଜିନୀ ସ୍ୱାଧୀନ ଭାରତବର୍ଷର ପ୍ରଥମ ମହିଳା ରାଜ୍ୟପାଳ ହୋଇପାରିଥିଲେ । ସେ ୧୮୭୯ ମସିହାରେ…

ଆସନ୍ତାକାଲିଠୁଁ +୨ ପରୀକ୍ଷା ଆରମ୍ଭ; ୧୧୪୩ଟି କେନ୍ଦ୍ରରେ ୩ ଲକ୍ଷ ୫୦ ହଜାର ୮୦୦ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି +୨ ପରୀକ୍ଷା । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କଳା, ବାଣିଜ୍ୟ, ବିଜ୍ଞାନ ତଥା ଧନ୍ଦାମୂଳକ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯୁକ୍ତଦୁଇ ପରୀକ୍ଷା ଦେବେ । ଚଳିତବର୍ଷ ରାଜ୍ୟର ୨୦୪୧ ଟି ଜୁନିୟର କଲେଜରୁ ମୋଟ୍…

ବାଇକକୁ ପିଟିଲା ଟ୍ରକ୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା କୋମନା ଥାନା ଘଟେଶ୍ୱର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍ୱାମୀ ସ୍ତ୍ରୀ ବାଇକରେ ଯାଉଥିବାବେଳେ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ସ୍ୱାମୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ଅଛନ୍ତି । ମୃତକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା…