Latest Odisha News

BREAKING NEWS

Yearly Archives

2020

ହଲିଉଡ ଫିଲ୍ମରେ ନଜର ଆସିବେ ହ୍ରିତିକ!

ନୂଆଦିଲ୍ଲୀ: ବଲିଉଡର ସିନେମାର ଗ୍ରୀକ୍ ଗଡ କୁୂହାଯାଉଥିବା ହ୍ରିତିକ ରୋଶନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଅତିଶୀଘ୍ର ହଲିଉଡ ଫିଲ୍ମରେ ନଜର ଆସିପାରନ୍ତି ଏହି ଅଭିନେତା । ହିନ୍ଦୀ ସିନେମାର ଅନେକ ବଡ ବଡ ଅଭିନେତା ହଲିଉଡ ଫିଲ୍ମରେ କାମ କରି ସାରିଥିବାବେଳେ ଏବେ ହ୍ରିତିକଙ୍କ ପାଳି ଆସିଥିବା…

ଭାରତର ଭାଗ୍ୟ ବଦଳାଇବ ବୁନ୍ଦେଲଖଣ୍ଡ: ମୋଦୀ

ଚିତ୍ରକୂଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପ୍ରାୟ ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି । ପାଖାପାଖି ୧୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଏହାକୁ ନିର୍ମାଣ କରାଯାଇଛି । ଏହି ଏକ୍ସପ୍ରେସ ୱେ ଚିତ୍ରକୂଟ, ବାନ୍ଦା, ହରିମପୁର ଜିଲୌନ ଜିଲ୍ଲା…

କାଲିଠୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡିବ ଜନସାଧାରଣ ଏକ୍ସପ୍ରେସ

ଭୁବନେଶ୍ୱର: ଲୋକଙ୍କ ଯାତ୍ରା ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏହାକୁ ମାର୍ଚ୍ଚ ୧ରୁ ୩୧ ତାରିଖ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚଳାଚଳ କରାଯିବ । ଭୁବନେଶ୍ୱରରୁ ଆରମ୍ଭ ହୋଇ ଏହି ଟ୍ରେନ୍…

ନିର୍ଭୟା ମାମଲା: ଦ୍ୱିତୀୟ ଥର ରାଜକ୍ଷମା ଆବେଦନ କଲା ଅକ୍ଷୟ

ନୂଆଦିଲ୍ଳୀ: ଫାଶୀରୁ ବଂଚିବା ପାଇଁ ପୁଣି ଆରମ୍ଭ ହୋଇଛି ନିର୍ଭୟା ଦୋଷୀଙ୍କ ନୂଆ ଚାଲ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାଲାର ଦୋଷୀ ଅକ୍ଷମ କୁମାର ସିଂ ପୁଣି ଥରେ ରାଜକ୍ଷମା ଆବେଦନ କରିଛି । ତାର ସମସ୍ତ ଆଇନର ବିକଳ୍ପ ଶେଷ ହୋଇଯାଇଥିଲେ ସୁଦ୍ଧା ସେ ଦ୍ୱିତୀୟ ଥର ପାଇଁ ରଜକ୍ଷମା ଆବେଦନ…

ଦିଲ୍ଲୀ ମେଟ୍ରୋ ଷ୍ଟେସନ୍‌ରେ ‘ଗୋଲି ମାରୋ’ ନାରା, ୬ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀର ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍‌ରେ ନାରାବାଜୀ କରିବା ଅଭିଯୋଗରେ ୬ଜଣ ଯୁବକ ଅଟକ । ଦିଲ୍ଲୀ ମେଟ୍ରୋ ଷ୍ଟେସନର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍ ଶନିବାର ସକାଳେ ୬ଜଣ ଯୁବକ ‘ଗୋଲି ମାରୋ’ ନାରା ଦେଉଥିବା ସମୟରେ ସେମାନଙ୍କୁ ଅଟକ ରଖିଛି। ଏନେଇ ମେଟ୍ରୋ ଡିସିପି…

ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଦୁଇ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିତ ଥିବା ମଧୁସୂଦନ ପାଢ଼ୀଙ୍କୁ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସେଟେଲମେଂଟର କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ମଧୁସୂଦନ…

ଏଣିକି ଏନ୍‌ସିଇଆରଟି ସହିତ ଅନ୍ୟ ପ୍ରକାଶନ ପୁସ୍ତକ ମଧ୍ୟ ସିବିଏସ୍‌ଇ ବିଦ୍ୟାଳୟରେ ପଢାଯାଇ ପାରିବ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ସ୍କୁଲ୍ ଗୁଡ଼ିକରେ ପୂର୍ବଭଳି ଅନ୍ୟ ପ୍ରକାଶିତ ପୁସ୍ତକଗୁଡ଼ିକ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଇ ପାରିବ । ଓଡ଼ିଶା ପ୍ରାଇଭେଟ ସ୍କୁଲ୍ ଆସୋସିଏସନର ଆବେଦନ ପତ୍ରର ବିଚାର କରି ଓଡ଼ିଶା ଉଚ୍ଚତମ ନ୍ୟାୟାଳୟ ଆଜି ତାଙ୍କ…

ହିଂସା ଉସକାଉଥିବା ଅଭିଯୋଗରେ କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉଂସିଲର ଗିରଫ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉଂସିଲ ଇଶରତ ଜହାଁକୁ ପୋଲିସ ଗିରଫ କରିଛି । ହିଂସାକୁ ଉସ୍‌କାଉଥିବା ଅଭିଯୋଗରେ ଶନିବାର ପୋଲିସ ତାଙ୍କୁ ଗିରଫ କରିଛି । ଗତ ସୋମବାର ଓ ମଙ୍ଗଲବାର ଜଗତପୁରୀ ଅଂଚଳରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଇଶରତ ସାମିଲ ଥିବା ଅଭିଯୋଗ ହୋଇଛି ।…

କହ୍ନେୟା କୁମାରଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରସଂଘ ସଭାପତି କହ୍ନେୟା କୁମାରଙ୍କ ପାଇଁ ବଢ଼ିଲା ଅଡୁଆ । ଦେଶ ବିରୋଧୀ ସ୍ଲୋଗାନ ମାମଲାରେ ତାଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା । କହ୍ନେୟାଙ୍କ ସମେତ ଅନ୍ୟ ୭ଜଣଙ୍କ ବିରୋଧରେ ମଧ୍ୟ ଦେଶଦ୍ରୋହ ମୋକଦ୍ଦମା ଚାଲିବ । ଏନେଇ…

ଋଷୀୟ ଫିଲ୍ମ ଫେିଷ୍ଟିଭାଲ: ଜୁରୀ ଭାବେ ମନୋନୀତ ହେଲେ ଓଡ଼ିଶା ଜନ୍ମିତ ଫିଲ୍ମ ନିର୍ମାତା

ଭୁବନେଶ୍ୱର: ଓଡ଼ିଶା ଜନ୍ମିତ ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର ଋଷିଆରେ ଅନୁଷ୍ଠିତ ହେଉଥିବା ‘୧୮ତମ ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲ ଅଫ ସିନେମାଟୋଗ୍ରାଫିକ ଡେବୁଟସ ସ୍ପିରିଟ ଅଫ ଫାୟାର’ ଶିଶୁ ଓ ଯୁବ ଚଳଚ୍ଚିତ୍ର ପ୍ରତିଯୋଗିତା ଲାଗି ଜୁରୀ ଭାବେ ମନୋନୀତ ହୋଇଛନ୍ତି । ଏହି ଅନ୍ତର୍ଜାତୀୟ…