ପରଲୋକରେ Cut+Copy+Paste କମାଣ୍ଡର ଜନକ
ୱାଶିଂଟନ: ପରଲୋକରେ ‘କଟ୍ କପି ଆଣ୍ଡ ପେଷ୍ଟ’ ଉଦ୍ଭାବନ କରିଥିବା କମ୍ପ୍ୟୁଟର ବୈଜ୍ଞାନିକ ଲ୍ୟାରି ଟେସଲର । ୭୪ ବର୍ଷ ବୟସରଙ୍କ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଜେରକ୍ସ କମ୍ପାନୀ ଟ୍ୱିଟ୍ କରି ସୂଚନା ଦେଇଛି ।
The inventor of cut/copy & paste, find & replace, and…