ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଉପ-ନିର୍ବାଚନ ଜିତିଲା ବିଜେଡ଼ି
ରାୟଗଡ଼ା: ଶାସକ ବିଜୁ ଜନତା ଦଳ ବୁଧବାର ଦିନ ରାୟଗଡ଼ା ଜିଲ୍ଲା ପରିଷଦ ଲାଗି ହୋଇଥିବା ଉପ-ନିର୍ବାଚନରେ ଜିତାପଟ ହାସଲ କରିଛି । ବିଜେଡ଼ିର ଗଙ୍ଗାଧର ପାଉଲ ୧୩ଟି ଭୋଟ ପାଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
କଂଗ୍ରେସ ଦଳର ସ୍ୱର୍ଗତଃ ପୁରୁଷୋତ୍ତମ ଗମାଙ୍ଗଙ୍କ ପ୍ରାର୍ଥୀତ୍ୱକୁ ସ୍ଥାନୀୟ…