Latest Odisha News

BREAKING NEWS

Yearly Archives

2020

ଭୁବନେଶ୍ୱରରେ କରୋନା ଆତଙ୍କ: ହସ୍ପିଟାଲ୍ ଲ୍ୟାବ ରିପୋର୍ଟରେ ରୋଗୀଙ୍କୁ ଭୂତାଣୁ ସଂକ୍ରମଣ !

ଭୁବନେଶ୍ୱର: ରାଜଧାନୀସ୍ଥିତ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଲ୍ୟାବୋରେଟୋରୀ ରିପୋର୍ଟରେ ‘କରୋନା ଭାଇରସ୍‌’ ମିଳିଥିବା ନେଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ନେଇ ଭୁବନେଶ୍ୱରବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଏହି ଘଟଣାକୁ ନେଇ ହସ୍ପିଟାଲ୍…

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ, ଘୋଷଣା ହୋଇପାରେ ମନ୍ଦିର ନିର୍ମାଣ ତାରିଖ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମନ୍ଦିର ନିର୍ମାଣ ପୂର୍ବରୁ ଅସ୍ଥାୟୀ ମନ୍ଦିରରେ ଭଗବାନ ରାମଙ୍କର ହେବ ପୂଜାର୍ଚ୍ଚନା । ରାମ ମନ୍ଦିର ନିର୍ମାଣ ସ୍ଥାନରୁ ପ୍ରାୟ ଦେଢ଼ ଶହ ମିଟର ଦୂରରେ ଥିବା ମାନସ ମନ୍ଦିର ନିକଟରେ ଏହି ଅସ୍ଥାୟୀ ମନ୍ଦିର…

ତାଜମହଲ ଭିତରକୁ ଯିବନି ଟ୍ରମ୍ପଙ୍କ ଗାଡି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ ତାଜହମଲ ପରିସରକୁ ଯାଇପାରିବ ନାହିଁ । ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବାରଣ କରାଯାଇଛି । ତାଜମହଲ ସଂରକ୍ଷଣକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । କୋର୍ଟ କହିଛନ୍ତି ଯେ, ତାଜମହଲ ପରିସର…

ଭୀମ ଭୋଇ ହସ୍ପିଟାଲରେ ରକ୍ତ ପରୀକ୍ଷା ରିପୋର୍ଟ ଅଦଳବଦଳ; ୩ବର୍ଷୀୟ ଶିଶୁକୁ ବୟସ୍କଙ୍କ ରିପୋର୍ଟ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାରେ ଅବହେଳାକୁ ନେଇ ଅଭିଯୋଗ ଆସିଛି । ଜଣେ ଶିଶୁକୁ ୨ଜଣ ବୟସ୍କଙ୍କ ରିପୋର୍ଟ ଦିଆଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ୩ ବର୍ଷର ଶିଶୁ ଅନୁଷ୍କାର ପାଥୋଲୋଜି ରିପୋର୍ଟ ଦୁଇଜଣ ଅନ୍ୟ ରୋଗୀଙ୍କ ରିପୋର୍ଟ…

ଭଦ୍ରକରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା: କେନ୍ଦ୍ରକୁ ପ୍ରସ୍ତାବ ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ଯୋଜନାରେ ଭଦ୍ରକରେ ଏକ ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ପ୍ରସ୍ତାବ ଦେବାକୁ ଅନୁରୋଧ କରିଛନ୍ତି । ସେହିପରି…

ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ!

ଭୁବନେଶ୍ୱର: ସବୁ ବ୍ୟବସ୍ଥା ମାରିଲା ଫେଲ୍ । ପୁଣି ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର । ପରୀକ୍ଷାର ପ୍ରଥମ ଦିନରେ ହିଁ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ମାତୃଭାଷା ପ୍ରଶ୍ନପତ୍ର । ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡରୁ । ତେବେ ଏହି ପ୍ରଶ୍ନପତ୍ର ଅସଲି କି ନକଲି ତାହା…

କରୋନା ଭୟ: ଜାପାନ ଜାହାଜରେ ଫସିରହିଛନ୍ତି ବ୍ରହ୍ମପୁରର ଯୁବ ଇଂଜିନିୟର

ବ୍ରହ୍ମପୁର: ବ୍ରହ୍ମପୁର ପନ୍ଦରାସାହିର ଯୁବ ଇଂଜିନିୟର ଜାପାନର ୟୋକୋହାମା ଜାହାଜରେ ୧୫ ଦିନ ହେଲା ଫସିରହିଛନ୍ତି । ଯୁବ ଇଂଜିନିୟର ଶିବାଶିଷ ନାୟକଙ୍କ ପରିବାର ଲୋକେ ଏନେଇ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି । ଶିବାଶିଷଙ୍କ ସାମ୍ପୁଲ ଟେଷ୍ଟ ନେଗେଟିଭ…

ରୁଦ୍ରଙ୍କ ପ୍ରିୟ ରୁଦ୍ରାକ୍ଷର ପ୍ରକାର ଓ ମହତ୍ଵ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ରୁଦ୍ରାକ୍ଷକୁ ମହାଦେବଙ୍କ ଅତିପ୍ରିୟ ଭାବେ ବିବେଚନା କରାଯାଏ । ଏହାକୁ ଶରୀରରେ ଧାରଣ କଲେ ବ୍ୟକ୍ତିର ସମସ୍ତ କଷ୍ଟ ତଥା ଅସୁବିଧା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ରୁଦ୍ରାକ୍ଷର ଅର୍ଥ ରୁଦ୍ରଙ୍କ ଅକ୍ଷ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବିଭିନ୍ନ ପ୍ରକାର ରୁଦ୍ରାକ୍ଷ ଓ…

ରୁଦ୍ରାକ୍ଷ ଧାରଣ କରିବାର ସଠିକ ନିୟମ…

ରୁଦ୍ରାକ୍ଷର ଅର୍ଥ ହେଉଛି ରୁଦ୍ରଙ୍କର ଅକ୍ଷ । କୁହାଯାଏ ଯେ ପ୍ରାଚୀନ କାଳରେ ଆଭୂଷଣ ରୂପରେ ସୁରକ୍ଷା , ଗ୍ରହ ଶାନ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ଲାଭ ପାଇଁ ରୁଦ୍ରାକ୍ଷ ବ୍ୟବହାର କରାଯାଏ । ଯଦି ନିୟମ ଅନୁସାରେ ରୁଦ୍ରାକ୍ଷ ଧାରଣ କରାଯାଏ ତେବେ ମନବାଞ୍ଜିତ ଫଳ ମିଳଥାଏ । ରୁଦ୍ରାକ୍ଷ ଧାରଣ…

ମହାଶିବରାତ୍ରିରେ କିପରି କରାଯାଏ ଭୋଳନାଥଙ୍କ ପୂଜାର୍ଚ୍ଚନା, ଜାଣନ୍ତୁ…

ଭୁବନେଶ୍ୱର: ଶିବଙ୍କ ପୂଜା ଉପାସନା ନିମନ୍ତେ ସୋମବାର, ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ଶିବରାତ୍ରି ସର୍ବୋକୃଷ୍ଟ । ଅନ୍ୟ ଦେବତାଙ୍କ ପୂଜା ଦିନରେ ହେଉଥିବାବେଳେ ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ। ବ୍ରତାଚାରୀମାନେ ଉକ୍ତ ଦିନରେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ…