Latest Odisha News

BREAKING NEWS

Yearly Archives

2020

ମୋବାଇଲ ଟାୱାର ରେଡିଏଶନ ଯୋଗୁ ମହୁମାଛି ବଂଶ ଲୋପ ପାଇବ

ନୂଆଦିଲ୍ଲୀ: ଉତରପ୍ରଦେଶର ଏକ ବଣ୍ୟ ଜୀବ ବିଭାଗ ପକ୍ଷରୁ କରାଯାଇଥିବା ଗବେଷଣାରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ଉଲ୍ଲେଖ ରହିଛି ମୋବାଇଲ ଟାୱାର ରେଡିଏଶନ (ବିକିରଣ) ଯୋଗୁ ମହୁମାଛିମାନେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ଯଦି ଏହାକୁ ଗୁରୁତ୍ୱ ସହକାରେ ବିଚାର କରା ନ ଯାଏ…

ସୁନୀଲ ସେଟ୍ଟୀ ରାଗିଲେ

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ସୁନୀଲ ସେଟ୍ଟୀ ରିୟଲ ଲାଇଫରେ ରାଗିବା ଦେଖିବାକୁ ମିଳିଥିଲା । ସୁନୀଲଙ୍କ ରାଗୁଥିବା ଫଟୋ ଏବେ ସୋସିଆଲ ନେଟୱର୍କିଂ ସାଇଟରେ ଭାଇରାଲ ହେବାରେ ଲାଗିଛି । ସେ ଏକ ଘରୋଇ ବୈଠକରେ ବ୍ୟକ୍ତିଗତ ଅନୁରୋଧରେ ଯୋଗ ଦେଇଥିଲେ । ସେଠାରେ ଉପସ୍ଥିତ ପ୍ରଶଂସକମାନେ ସେଲ୍‌ଫି…

୩ ବର୍ଷ ପରେ କ୍ରିକେଟର ଗୋଟିଏ ଫର୍ମାଟ ଛାଡିବା କଥା ଚିନ୍ତା କରିବେ କୋହଲି

ନୂଆଦିଲ୍ଲୀ: ଆଗାମୀ ୩ ବର୍ଷ ମଧ୍ୟରେ କ୍ରିକେଟର ଗୋଟିଏ ଫର୍ମାଟ ଛାଡିବା କଥା ଚିନ୍ତା କରିବି ବୋଲି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କହିଛନ୍ତି । ୨୧ ଫେବୃୟାରୀରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ସେ ଏହି ମନ୍ତବ୍ୟ ଦେଇଛନ୍ତ । ୩ବର୍ଷ ମଧ୍ୟରେ ୨ଟି ଟି୨୦…

ଓଡିଶାରେ ୧୦,୨୧୦ ଦେହଜୀବୀ

ଭୁବନେଶ୍ୱର: ରାଜ୍ୟରେ ୧୦,୨୧୦ଜଣ ଯୌନ କର୍ମୀ ଅଛନ୍ତି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ଦିନ ବିଧାନସଭାରେ ତଥ୍ୟ ପ୍ରଦାନ କରିଛନ୍ତି । ସର୍ବାଧିକ ୧୦୫୦ ଯୌନ କର୍ମୀ ବାଲେଶ୍ୱର ଜିଲ୍ଲାରେ ଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେଭଳି କେରାପୁଟ ଓ ମୟୁରଭଞ୍ଜରେ…

ବ୍ରେନ ଟ୍ୟୁମର ଅପରେଶନ ଅଧାରୁ ମହିଳାଙ୍କ ଚେତା ଫେରିଲା, ରୋଗୀ ଭାଓଲିନ୍ ବଜାଇଲେ

ଲଣ୍ଡନ: ଚିକିତ୍ସା ଜଗତର ଏକ ନିଆରା ଘଟଣା ଲଣ୍ଡନରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ୫୩ ବର୍ଷୀୟ ଡେଗମର ଟର୍ନରଙ୍କ ବ୍ରେନ ଟ୍ୟୁମର ଅପରେଶନ ଚାଲିଥିବା ବେଳେ ହଠାତ୍ ଚେତା ଫେରି ଆସିଲା । ଚିକତ୍ସା କରୁଥିବା ଡାକ୍ତର ବ୍ୟସ୍ତ ନ ହୋଇ ଟର୍ନରଙ୍କୁ କଣ ଭଲ ଲାଗେ ପଚାରିଥିଲେ । ସେ ପିଆନୋ…

ଟୋକିଓ ଅଲିମ୍ପିକ ଆୟୋଜନ ନେଇ ଏବେ କୌଣସି ବିପଦ ନାହିଁ : ଡବ୍ଲ୍ୟୁଏଚଓ

ଟୋକିଓ: କରେନା ଭାଇରସ ପ୍ରଭାବ ଟୋକିଓ ଅଲିମ୍ପିକ୍ସ ଆୟୋଜନରେ ଉପରେ ପଡିବ ନାହିଁ ବୋଲି ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ଚୀନର କରୋନା ଭାଇରସ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପିବାରେ ଲାଗିଛି । ଏହା ବିଚାରକୁ ନେଲେ ୨୪ ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ…

ଏପ୍ରିଲ ୧ରୁ ବିକ୍ରି ହେବ ସ୍ୱଚ୍ଛ ପେଟ୍ରୋଲ ଓ ଡିଜେଲ; ପ୍ରଦୂଷଣ ସ୍ତର କମିବ

ନୂଆଦିଲ୍ଲୀ: ଏପ୍ରିଲ ୧, ୨୦୨୦ରୁ ଭାରତରେ ଦୁନିଆର ସବୁଠାରୁ ସ୍ୱଚ୍ଛ ପେଟ୍ରୋଲ ଓ ଡିଜେଲ ବିକ୍ରି ହେବ । ସରକାରୀ ତେଲ କମ୍ପାନୀ ସାରା ଦେଶରେ ୟୁରୋ-୬ ଗ୍ରେଡ ଡିଜେଲ ଓ ପେଟ୍ରୋଲର ଯୋଗାଣ କରିବ । ଭାରତ ମାତ୍ର ୩ ବର୍ଷରେ ହିଁ ସ୍ୱଚ୍ଛ ପେଟ୍ରୋଲର ବ୍ୟବହାରକୁ ନେଇ ବଡ ସଫଳତା ହାସଲ କରିଛି ।…

ଶ୍ରଦ୍ଧାଙ୍କୁ ଆଖି ମାରି ପଟାଇଲେ ଟାଇଗର, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ରୋମାନ୍ସ । ତେବେ ଏହାର ରିଅଲ ଲାଇଫରେ ନୁହେଁ ରିଲ ଲାଇଫରେ । ଅପ କମିଂ ଫିଲ୍ମ “ବାଗି-୩”ର ଏକ ନୂଆ ଗୀତ ରିଲିଜ ହୋଇଛି । ଯେଉଁଥିରେ ଟାଇଗର-ଶ୍ରଦ୍ଧାଙ୍କ ଦମଦାର ଡ୍ୟାନ୍ସ ସାଙ୍ଗକୁ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି ।…

ଓଡିଶାର ୧୨ଟି ବନଖଣ୍ଡ ହାତୀଶୂନ୍ୟ

ଭୁବନେଶ୍ୱର: ଓଡିଶାରେ ବର୍ଷ ୨୦୧୬ ପରଠାରୁ ପାଖାପାଖି ୨୪୬ଟି ହାତୀଙ୍କ ମୃତ୍ୟୁ ହୋଇଛି । ଅଧିକାଂଶ ବେଆଇନ ଶିକାର, ବିଦ୍ୟୁତ ଆଘାତ, ସଡକ ଦୁର୍ଘଟଣା ଓ ଅନ୍ୟ କାରଣ ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଛି । ସ୍ଥିତି ଏତେ ଖରାପ ଯେ, ରାଜ୍ୟର ୫୦ରୁ ୧୨ଟି ବନଖଣ୍ଡରେ ଗୋଟିଏ ବି ହାତୀ ନାହାଁନ୍ତି । ରାଜ୍ୟ…

ପଙ୍କୋଦ୍ଧାର ଏକାଦଶୀ: ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ଭକ୍ତଙ୍କୁ ମିଳିଥାଏ

ପୁରୀ: ପୁରୀରେ ପଙ୍କୋଦ୍ଧାର ଏକାଦଶୀକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଏହି ଦିନ ଶ୍ରୀଲୋକନାଥଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମର ପାପ କ୍ଷୟ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।  ବର୍ଷକେ ଥରେ କେବଳ ପଙ୍କୋଦ୍ଧାର ଏକାଦଶୀ ଦିନ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ । ଏଠାରେ ବର୍ଷସାରା…