ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ତେହେରାଇ ଖଣି ନିଲାମ
ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ତେହେରାଇ ଲୁହାପଥର ଓ ମାଙ୍ଗାନିଜ ଖଣିର ନିଲାମ ଶନିବାର ଦିନ ଆରମ୍ଭ ହୋଇଛି ।
ଲାଲ୍ ଟ୍ରେଡର୍ସ ଆଣ୍ଡ ଏଜେନ୍ସି ପ୍ରା. ଲି.,ଆନନ୍ଦ ଏକ୍ସପୋର୍ଟ ଆଣ୍ଡ ରିସୋସେସ୍ ପ୍ରା. ଲି., ୟଜଦାନୀ ଇଣ୍ଟରନ୍ୟାସନାଲ୍ ପ୍ରା. ଲି. ତରମା ଆପାର୍ଟମେଣ୍ଟ ଏବଂ ଇସେଲ୍ ମାଇନିଂ…