ଭିକାରୀଙ୍କ ପାଇଁ ଖୋଲାଯିବ ୨ଟି ବ୍ୟାବସାୟିକ ପ୍ରଶିକ୍ଷଣ କେନ୍ଦ୍ର: ମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ଅଛନ୍ତି ୫,୯୫୦ ଭିକାରୀ । ସେଥିମଧ୍ୟରୁ କେବଳ କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ଥିବା ଚିହ୍ନଟ କରାଯାଇଛି । ସେହିପରି ଗଂଜାମରେ ୫୪୫ ଜଣ ଓ ପୁରୀରେ ୩୬୫ ଜଣ ଭିକାରୀ ଥିବା ସରକାରୀ ତାଲିକାରେ ପ୍ରକାଶ ପାଇଛି । ସରକାର ଭିକାରୀଙ୍କ ପୁନର୍ବାସ ଓ ବ୍ୟାବସାୟିକ ପ୍ରଶିକ୍ଷଣ…