Latest Odisha News

BREAKING NEWS

Yearly Archives

2020

କରୋନା ଆତଙ୍କ: କୋଲକାତା ବିମାନ ବନ୍ଦରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

କୋଲକାତା: କୋଲକାତା ବିମାନ ବନ୍ଦରରେ ୨ ଯାତ୍ରୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ବେଳେ ଭୂତାଣୁ ଚିହ୍ନଟ ହୋଇଛି । ବ୍ୟାଙ୍କକରୁ କୋଲକାତା ଫେରିଥିବା ୨ ବ୍ୟକ୍ତିଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଉଭୟଙ୍କ ରକ୍ତ…

ଆସିଲା ଇର୍‌ଫାନ୍‌ଙ୍କ ‘ଅଙ୍ଗ୍ରେଜୀ ମିଡିଅମ’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବହୁ ଦିନର ବିରତି ପରେ ପୁଣି ଥରେ ବଲିଉଡକୁ କମ୍‌ବ୍ୟାକ୍ କରିଛନ୍ତି ଭର୍ସଟାଇଲ ଅଭିନେତା ଇର୍‌ଫାନ୍ ଖାନ୍ । ରିଲିଜ ହୋଇଛି ତାଙ୍କର ଅପ୍‌କମିଂ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିଅମ’ର ଟ୍ରେଲର । ୨ ମିନିଟ୍ ୫୫ ସେକେଣ୍ଡର ଏହି ଭିଡିଓରେ ଭରପୁର କମେଡି ସାଙ୍ଗକୁ ଫ୍ୟାମିଲି ଇମୋସନାଲ ଡ୍ରାମା…

ଲକ୍ଷ୍ନୌ କୋର୍ଟରେ ଫୁଟିଲା ବୋମା, ଅନେକ ଓକିଲ ଆହତ

ଲକ୍ଷ୍ନୌ: ଲକ୍ଷ୍ନୌରେ ଚାଂଚଲ୍ୟ । କୋର୍ଟରେ ଫୁଟିଲା ବୋମା । ଲକ୍ଷ୍ନୌ ୱଜିରଗଂଜ କୋର୍ଟ ପରିସରରେ ଆଜି ଅପରାହ୍ନରେ ବୋମା ବିସ୍ଫୋରଣ ହୋଇଛି । ଏଥିରେ ଅନେକ ଓକିଲ ତଥା ଆଇନଜୀବୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଂଚି ୩ଟି ଜୀବନ୍ତ ମୋବା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।…

ଛତିଶଗଡ ପୋଲିସ ଦ୍ୱାରା ବିଜେଡି ନେତା ଅଟକ

ଝାରସୁଗୁଡା: ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଛତିଶଗଡ ପୋଲିସର ଏକ ଟିମ୍ ବିଜେଡି ନେତା ଅନୁପ କୁମାର ସାଏଙ୍କୁ ବୁଧବାର ରାତିରେ ତାଙ୍କ ଘରୁ ଉଠାଇ ନେଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ତାଙ୍କୁ…

ସ୍ୱାଧୀନତା ସଂଗ୍ରାମ, ଗାନ୍ଧୀଜୀ ଓ ଅନନ୍ତକୁମାରମାନେ…

୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହେଲା । ଏଥିପାଇଁ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯେଉଁ ସତ୍ୟାଗ୍ରହ ଆନ୍ଦୋଳନ ଚାଲିଥିଲା ସେଥିରେ ବହୁ ଦେଶପ୍ରେମୀ ବଳିଦାନ ଦେଇଥିଲେ । ଲକ୍ଷ ଲକ୍ଷ ସଂଗ୍ରାମୀ କାରାବରଣ କରିଥିବା ବେଳେ ଆଉ ଅନେକ ବ୍ରିଟିଶ୍‍ ପ୍ରଶାସନର…

ଆପ୍ ବିଧାୟକଙ୍କ ପରିବାର ଲୋକଙ୍କୁ ପୋଲିସର ମାରପିଟ ଅଭିଯୋଗ

ୟୁପି: ୟୁପି ପୋଲିସ ଉପରେ ଆରୋପ ଲଗାଇଲେ ଆପ ବିଧାୟକ । ଉତ୍ତରପ୍ରଦେଶ ମେରଠର ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ପରିବାର ଓ ପରିଜନ ସଦସ୍ୟଙ୍କୁ ପୋଲିସ ମାରପିଟ୍ କରିଥିବା ସେ ଅଭିଯୋଗ କରିଛନ୍ତି । ଦିଲ୍ଲୀରେ ଆପ୍‌ର ସଫଳତାକୁ ନେଇ ପରିକ୍ଷିତଗଡ ଅଚଂଳ ଆଗବାନପୁର ଗାରଁରେ ନିଜ ବନ୍ଧୁ ଏବଂ ପରିବାର…

୧୩ ଫୁଟ ଲମ୍ବା କଇଁଛର ଜୀବାଶ୍ମ ମିଳିଲା

କଲମ୍ବିଆ: ଦକ୍ଷିଣ ଆମେରିକାର କଲମ୍ବିଆରେ ଏକ ବୃୟତକାୟ କଇଁଛର ଜୀବାଶ୍ମ ମିଳିଛି । ଏହା ଏକ କାରର ଲମ୍ବା ଓ ଓସାର ସଦୃଶ । ବୈଜ୍ଞାନିକଙ୍କ ଅନୁସାରେ ଏହି ବିଶାଳକାୟ କଇଁଛର ଲମ୍ବ ୧୩ ଫୁଟ ଏବଂ ଓଜନ ୨.୫ ଟନ ହେବ । ଏହା ପ୍ରାୟ ୧.୩ କୋଟି ବର୍ଷ ପୂର୍ବେ ଆମେରିକାରେ ଦେଖାଯାଉଥିଲେ । ଏହି…

ହସ୍ପିଟାଲରେ କରୋନା ସଂକ୍ରମିତଙ୍କୁ ଭେଟିଲେ ଜିନପିଙ୍ଗ

ବେଜିଂ: ଚୀନରେ ମହାମାରୀରେ ରୂପ ନେଲାଣି କରୋନା ଭୂତାଣୁ । ଗତକାଲି ଗୋଟିଏ ଦିନରେ ୨୪୨ ମୃତ୍ୟୁ ଓ ୧୪ ହଜାର ୮୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୀନ ସରକାରଙ୍କ ବଢିଚି ଚିନ୍ତା । କାରଣ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଚୀନରେ ଗୋଟିଏ ଦିନରେ ଏତେ ସଂଖ୍ୟାର ମୃତ୍ୟୁ ହେବା ଦେଖିବାକୁ…

ହସ୍ପିଟାଲରେ ରକ୍ତ ବିକ୍ରି ଅଭିଯୋଗରେ ୭ ଗିରଫ

ଭବାନୀପାଟଣା: କାଳହାଣ୍ଡି ଜିଲ୍ଲାର ଧର୍ମଗଡ ସବ-ଡିଭିଜନାଲ୍ ହସ୍ପିଟାଲରେ ରକ୍ତ ବିକ୍ରି କରୁଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣ ଦଲାଲ୍ ଏବଂ ଆଉ ୨ ଜଣ ବ୍ଲଡ ବ୍ୟାଙ୍କର ଟେକ୍ନିସିଆନ ରହିଥିବା ନେଇ ଏସପି ବତ୍ତୁଳା ଗଙ୍ଗାଧର ସୂଚନା ଦେଇ କହିଛନ୍ତି…

ଯୁବ ପିଢ଼ୀଙ୍କ ଚାକିରୀ ଖାଉଛି ରୋବୋଟ

ନୂଆଦିଲ୍ଲୀ:ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଏବେ ଯୁବ ପିଢ଼ୀଙ୍କ ଚାକିରୀ ଅତ୍ୟାଧୁନିକ ରୋବୋଟ ଖାଉଛି । କରୋନା ଭାଇରସକୁ ରୋକିବା ପାଇଁ ଚୀନ ସରକାର ରୋଗୀଙ୍କ ପାଖକୁ ରୋବୋଟ ପଠାଇ ଚିକିତ୍ସା ସୁବିଧା ଯୋଗାଉଛି । ରିପୋର୍ଟ ମୁତାବକ ଏଥିଯୋଗୁ ୨୦୦୦୦ ବ୍ୟକ୍ତି ସେମାନଙ୍କ ଚାକିରୀ ହରାଇ ସାରିଲେଣି…