ମୟୂରଭଞ୍ଜରେ ହାତୀଦାନ୍ତ ଜବତ; ଗିରଫ ହେଲେ ୫ ଚୋରା ଚାଲାଣକାରୀ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନସ୍ଥ ଟିଟିଆ ଛକ ନିକଟରେ ବନ ବିଭାଗ ପକ୍ଷରୁ ଦୁଇଟି ହାତୀଦାନ୍ତ ଜବତ ହୋଇଛି । ହାତୀଦାନ୍ତ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୫ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ବାରିପଦା-ଉଦଳା ରାସ୍ତାର ଟିଟିଆ ଛକ ନିକଟରେ…