ଭିଡ଼ରେ ଫସିଲା ଆମ୍ବୁଲାନ୍ସ, ଚାଲିଗଲା ଶିଶୁ ପୁତ୍ରର ଜୀବନ
ଭୁବନେଶ୍ୱର: ଟ୍ରାଫିକ ଜାମ ହେଲା କାଳ । ଚାଲିଗଲା ଶିଶୁ ପୁତ୍ରର ଜୀବନ । ଆଜି ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଜାମ ପାଇଁ ଜଣେ ୫ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ଆମ୍ବୁଲାନ୍ସ ଭିଡରେ ଫସିବା ଯୋଗୁଁ ଶିଶୁ ପୁତ୍ରଟିର ମୃତ୍ୟୁ…