ଆପଣାନ୍ତୁ ଏହି ମନସ୍ତାତ୍ତ୍ବିକ କୌଶଳ: ବଞ୍ଚାନ୍ତୁ ଭାଙ୍ଗି ଯାଉଥିବା ସମ୍ପର୍କ !
ଭୁବନେଶ୍ୱର: ଭୁବନେଶ୍ୱର: ସାରା ବିଶ୍ୱରେ ପାଳନ ହେଉଛି ପ୍ରେମ ସପ୍ତାହ । ପ୍ରେମୀମାନେ ପ୍ରେମ ରଙ୍ଗରେ ରଙ୍ଗୀନ ହୋଇ ମନ ଆକାଶରେ ଉଡି ବୁଲୁଛନ୍ତି । ତେବେ ଏହି ସମ୍ପର୍କ ଯୋଡି ହେବା ସମୟରେ ଛୋଟ ଛୋଟ ଭୁଲ ବୁଝାମଣା ପାଇଁ ସମ୍ପର୍କରେ ତିକ୍ତତା ମଧ୍ୟ ଆସି ଯାଉଛି।
ବେଳେବେଳେ ଏହି ଝଗଡ଼ା ବହୁତ…