କିଛି ସମୟ ପରେ ଗଡିବ କେଜ୍ରିୱାଲଙ୍କ ‘ବିଜୟ ରଥ’ !
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ରୋଚକ ହେବାକୁ ଯାଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇସାରିଛି । ଆଉ କିଛି ସମୟ ପରେ ଫଳାଫଳ ସ୍ପଷ୍ଟ ରୂପେ ଜଣାପଡିଯିବ । ବର୍ତ୍ତମାନ ଆମ ଆଦମୀ ପାର୍ଟି ୫୦ଟି ସିଟରେ ଆଗୁଆ ଥିବାବେଳେ ବିଜେପି ୨୧ଟି ସିଟରେ ଦ୍ୱିତୀୟ ସ୍ଥାନରେ ଅଛି ।…