ସରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ; ସନ୍ଧ୍ୟା ୬ଟା ସୁଦ୍ଧା ୫୪.୬୫ ପ୍ରତିଶତ ମତଦାନ
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନର ଭୋଟଗ୍ରହଣ ସମାପ୍ତ ହୋଇଛି । ଇଭିଏମ୍ ମେସିନରେ ରହିଯାଇଛି ସମସ୍ତ ପ୍ରାର୍ଥୀମାନଙ୍କର ଭାଗ୍ୟ । କିଏ ଜିତିବ କିଏ ହାରିବ ତାହା ଜଣାପଡ଼ିବ ଆସନ୍ତା ୧୧ ତାରିଖରେ ।
#DelhiElections2020: 52.95% voter turnout…