ସଚେତନତା ଓ ଜୀବନଶୈଳୀରେ ପରିବର୍ତନ ଦ୍ୱାରା କ୍ୟାନସରକୁ ରୋକାଯାଇପାରିବ !
ଭୁବନେଶ୍ୱର: ଏହା କେବେ ବି ମୋର ବିଶ୍ୱାସକୁ ଦୋହଲାଇ ପାରିବ ନାହିଁ । ମୋ ସାହାସକୁ ଭାଙ୍ଗିପାରିବ ନାହିଁ । ପୂର୍ବଭଳି କ୍ୟାନ୍ସର ଆଉ ଭୟଙ୍କର ହୋଇ ରହିବ ନାହିଁ ।
ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍…