ଡିଫେନ୍ସ ଏକ୍ସପୋ ୨୦୨୦: ଆସନ୍ତାକାଲିଠୁ ଆରମ୍ଭ ହେବ ଏସିଆର ସବୁଠାରୁ ବଡ ପ୍ରତିରକ୍ଷା ପ୍ରଦର୍ଶନୀ
ନୂଆଦିଲ୍ଲୀ : ଫେବୃଆରୀ ୫ ଅର୍ଥାତ୍ ଆସନ୍ତାକାଲି ଠାରୁ ଲକ୍ଷ୍ନୌରେ ଆରମ୍ଭ ହେବାକୁ ଯାଉଛି ଡିଫେନ୍ସ ଏକ୍ସପୋ । ଫେବୃଆରୀ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ଚାଲିବ । ଏଥିରେ ଆଣ୍ଟି-ସାଟେଲାଇଟ୍, ଆସେନ୍ ମିସାଇଲ, ସ୍ୱଦେଶୀ ଫାଇଟର ଜେଟ୍ ଏଲସିଏ ତେଜସ୍ ଓ ଏଲସିଏଚ ହେଲିକପ୍ଟର ମୁଖ୍ୟ…