Latest Odisha News

BREAKING NEWS

Yearly Archives

2020

ହ୍ରାସ ପାଇଲା ତୈଳ ଦର; କେଉଁ ସ୍ଥାନରେ କେତେ ରହିଛି ମୂଲ୍ୟ ଜାଣନ୍ତୁ…

ଭୁବନେଶ୍ୱର: ବିଗତ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୬ ପଇସା ହ୍ରାସ ପାଇ ଲିଟର ପିଛା ୭୩.୦୪ ଟଙ୍କା ରହିଥିବା ବେଳେ ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ୭୮.୬୯ ଟଙ୍କା ରହିଛି । ସେହିପରି ଦିଲ୍ଲୀରେ ଡିଜେଲ ୬୬.୦୯…

ବିବିସି ଭାରତୀୟ ମହିଳା କ୍ରୀଡାବିତ୍ ପୁରସ୍କାର, ଶର୍ଟ ଲିଷ୍ଟରେ ଓଡିଶାର ଦୂତି ଚାନ୍ଦ

ନୂଆଦିଲ୍ଲୀ: ଭାରତର ଦ୍ରୁତତମ ମହିଳା ଧାବିକା ଧୂତି ଚାନ୍ଦ ବିବିସି ଭାରତୀୟ ମହିଳା କ୍ରୀଡାବିତ୍ ପୁରସ୍କାରର ଶର୍ଟ ଲିଷ୍ଟରେ ସ୍ଥାନ ପାଇଛନ୍ତି । ଓଡିଶାର ଏହି ଧାବିକାଙ୍କ ଜନ୍ମ ଦିନ ଆଜି (୩ ଫେବୃୟାରୀ) ହୋଇଥିବାରୁ ସେ ଏହି ଖୁସି ଖବର ସମସ୍ତଙ୍କ ସହ ଶେୟାର କରିଛନ୍ତି । ରେସଲର ଭିନେଶ ଫୋଗଟ,…

ଦିଲ୍ଲୀ ନିର୍ବାଚନ: ବିଜେପିର ମେଗା ପ୍ଲାନ୍‌, ଭୋଟ ମାଗିବେ ୨୪୦ ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ବାଜିମାତ କରିବାକୁ ବିଜେପି କରିଛି ମେଗା ପ୍ଲାନ୍ । ଏଥର ନିର୍ବାଚନ ପ୍ରଚାରରେ ସାମିଲ ହେବେ ବିଜେପିର ୨୪୦ ସାଂସଦ । ସେମାନେ ଘର ଘର ବୁଲି ମାଗିବେ ଭୋଟ । ବସ୍ତି ଅଂଚଳକୁ ଯାଇ ଲୋକଙ୍କ ସହ ମିଶିବେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ପ୍ରଚାର ପାଇଁ…

ଭୁବନେଶ୍ୱରରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏବଂ ଜେଡି ସେଣ୍ଟର ଅଫ୍ ଆର୍ଟ ମିଳିତ ଭାବେ ଭୁବନେଶ୍ୱରରେ ଆସନ୍ତା ଫେବୃଆରୀ ୭ରୁ ୯ ତାରିଖ ଯାଏଁ ୧୩ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଆୟୋଜିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ମହୋତ୍ସବକୁ ଉଦଘାଟନ କରିବେ, ଯେଉଁଥିରେ…

ଦିଲ୍ଲୀ ନିର୍ବାଚନ ଓପିନିୟନ ପୋଲ୍‌: କେଜ୍ରିୱାଲଙ୍କ ସପକ୍ଷରେ ଜନମତ !

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଇତିମଧ୍ୟରେ ଟାଇମ୍ସନାଓ ଟେଲିଭିଜନ୍ ଚ୍ୟାନେଲ୍ ପକ୍ଷରୁ ଓପିନିୟନ୍ ପୋଲ୍ ପ୍ରକାଶିତ ହୋଇଛି । ଟାଇମ୍ସନାଓ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ନିର୍ବାଚନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ…

ଏସସିବି ପରିସରରୁ ଉଚ୍ଛେଦ ପ୍ରକ୍ରିୟା ଜାରି

କଟକ: କଟକସ୍ଥିତ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ ପରିସରରେ ଜିଲ୍ଲା ପ୍ରଶାସନ ଓ କଟକ ନଗର ନିଗମ (ସିଏମସି) ପକ୍ଷରୁ ମଙ୍ଗଳବାର ଦିନ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ପ୍ରାପ୍ତ ସୂଚନାନୁଯାୟୀ, ଆଜି ସକାଳ ୮ଟା ୩୦ମି. ସମୟରେ ଟି ଜେସିବି ମେସିନ ସହାୟତାରେ ଏହି ଉଚ୍ଛେଦ ପ୍ରକ୍ରିୟା…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ : ଭାରତ-ପାକ୍ ହାଇ ଭୋଲଟେଜ ସେମିଫାଇନାଲ ଆଜି

ପୋଚେଫ୍ରୁଷ୍ଟ୍ରୁମ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମୁକାବିଲା ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି । ଏହି ହାଇ ଭୋଲଟେଜ ମୁକାବିଲାରେ ଭାରତର ପଲା ଭାରି ରହିବ ବୋଲି ଆଶା କରାଯାଉଛି । ଚଳିତ…

ବିଶ୍ୱ କ୍ୟାନସର ଦିବସ: ଓଡିଶାରୁ ମିଳିଲା କ୍ୟାନସର ନାଶକାରୀ ଗଛ !

ଭୁବନେଶ୍ୱର: ସାରବିଶ୍ୱରେ ଆଜି ପାଳନ କରୁଛି କ୍ୟାନସର ଦିବସ । ଏହି ମାରାତ୍ମକବ ରୋଗ ପ୍ରତି ଲୋକଙ୍କ ସଚେତନତାକୁ ବୃଦ୍ଧି କରିବା ନିମନ୍ତେ ଏହି ଦିନର ସୃଷ୍ଟି । ବୈଜ୍ଞାନିକଙ୍କ ମତରେ ଆଜି ପର୍ଯ୍ୟନ୍ତ ଏହି ମାରାତ୍ମକ କ୍ୟାନସର ରୋଗକୁ ଭଲ କରିବା ନିମନ୍ତେ କୌଣସି ଔଷଧର ଆବିଷ୍କାର ହୋଇନାହିଁ…

ଓଡ଼ିଆ ସ୍ୱାଭିମାନ ଓ ମଧୁସୂଦନ: ଶ୍ରାଦ୍ଧ ବାର୍ଷିକୀରେ ଜାଣନ୍ତୁ ମଧୁବାବୁଙ୍କ ସମ୍ପର୍କରେ କିଛି କଥା…

ଭୁବନେଶ୍ୱର: ଓଡିଆ ଜାତିର ତ୍ରାଣକର୍ତ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ଶ୍ରାଦ୍ଧ ବାର୍ଷିକ । ମଧୁବାବୁ ନମରେ ସେ ପରିଚିତ । କଟକ ଜିଲ୍ଲା ସତ୍ୟଭାମାପୁରରେ ୨୮ ଅପ୍ରେଲ, ୧୮୪୮ରେ ଜନ୍ମ ଗ୍ରହଣ କରିଥିବା ମଧୁବାବୁ ୧୯୩୪ ମସିହା ଫେବୃଆରୀ ୪ ତାରିଖରେ ଇହଧାମ ତ୍ୟାଗ କରିଥିଲେ ।…

ଜଗନ୍ନାଥଙ୍କ ମହିମାର ମୂକସାକ୍ଷୀ ବିଟୋଙ୍କ ଘଣ୍ଟି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ବିଷୟରେ ସମସ୍ତେ ଜାଣନ୍ତି । ତେବେ ବର୍ତମାନ ଆଧୁନିକତା ଛାପରେ ଯୁବ ପିଢ଼ୀ ସହଜରେ ସବୁ ଜିନିଷକୁ ବିଶ୍ୱାସ କରୁ ନାହାନ୍ତି । ସେମାନଙ୍କୁ ପ୍ରମାଣ ଦରକାର । ଆସନ୍ତୁ ଜାଣିବା କିପରି ଜଣେ ପର୍ତୁଗାଲର ନାବିକ ଶ୍ରୀଜଗନ୍ନାଥଙ୍କ କରୁଣା ଅନୁଭବ କରବା ପରେ ତାଙ୍କରି…