ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଅପିଲ: ୭ ଦିନ ଭିତରେ ଦୁଷ୍କର୍ମକାରୀଙ୍କୁ ଦିଆଯାଉ ଫାଶୀ
ନୂଆଦିଲ୍ଲୀ: ଆଉ ବର୍ତ୍ତି ପାରିବେନି ଦୁଷ୍କର୍ମକାରୀ । ଡେଥ୍ୱାରେଂଟ ଜାରି ହେବାର ୭ ଦିନ ମଧ୍ୟରେ ଦୋଷୀଙ୍କୁ ଦିଆଯିବ ଫଶୀ । ସୁପ୍ରିମକୋର୍ଟରେ ଏଭଳି ଆବେଦନ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ମିଳିବାରେ ହେଉଥିବା ବିଳମ୍ବ ମଧ୍ୟରେ କେନ୍ଦ୍ର…