ଜୁନ୍ ୧ରୁ ଲାଗୁ ହେବ ‘ଏକ ଦେଶ ଏକ ରାସନ କାର୍ଡ’; ଜାଣନ୍ତୁ, ମିଳିବ କେଉଁ ସୁବିଧା
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ତାରିଖ ଠାରୁ କେନ୍ଦ୍ରର ‘ଏକ ଦେଶ ଏକ ରାସନ କାର୍ଡ’ ନୀତିକୁ ଲାଗୁ କରାଯିବା ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶୱାନ ।
ପ୍ରାପ୍ତ ସୂଚନାନୁଯାୟୀ ଏହି ନିୟମ ଜରିଆରେ ଗ୍ରାହକମାନେ ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଏହାର ଲାଭ…