Latest Odisha News

BREAKING NEWS

Yearly Archives

2020

ପ୍ରେମିକକୁ ବାଏବାଏ କହିଲେ ଟାଇଗରଙ୍କ ଭଉଣୀ

ମୁମ୍ବାଇ: ଟାଇଗରଙ୍କ ଭଉଣୀ, ଜ୍ୟାକି ସ୍ରଫଙ୍କ ଲାଡଲି କ୍ରିଷ୍ଣା ସ୍ରଫ୍ । ବେଶ କିଛିବର୍ଷ ଧରି କ୍ରିଷ୍ଣାଙ୍କର ବାସ୍କେଟ ବଲ୍ ଖେଳାଳି ଇବାନ୍ ହେମ୍ସଙ୍କ ସହ ପ୍ରେମ ସଂପର୍କ ରହିଥିଲା । ହେଲେ ନିକଟରେ ଖୋଦ କ୍ରିଷ୍ଣା ସୋସିଆଲ ମିଡିଆରେ ତାଙ୍କ ସଂପର୍କ ଛିନ୍ନ କରିଥିବା ଏକ ଲମ୍ବା ଚଉଡା ପୋଷ୍ଟ…

ନଦୀକୁ ଡେଇଁଲେ ମହିଳା; ଓଡିଆ ଅଭିନେତାଙ୍କ ପତ୍ନୀ ବୋଲି ଚର୍ଚ୍ଚା!

କଟକ: କଟକର ମଧୁସୂଦନ ବ୍ରିଜ ଉପରୁ ମହାନଦୀକୁ ଜଣେ ମହିଳା ରବିବାର ଦିନ ଡେଇଁ ପଡିଥିଲା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ, ସମ୍ପୃକ୍ତ ମହିଳା ଜଣକ ବ୍ରିଜ୍ ନିକଟରେ ଗାଡି ରଖି ନଦୀକୁ ଡେଉଁଥିବା ନେଇ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଯାହା ପରେ ସଙ୍ଗେସଙ୍ଗେ…

‘ବେଲାସୁରୁ’ର ବିଶ୍ୱନାଥଙ୍କୁ ମୁଁ ଭୁଲିପାରିବି ନାହିଁ: ଅକ୍ଷୟ ପରିଜା

ଭୁବନେଶ୍ୱର: ଦାଦା ସାହେବ ଫାଲକେ ସମ୍ମାନ ଓ ପଦ୍ମଭୂଷଣରେ ସମ୍ମାନିିତ ସୌମିତ୍ର ଚାଟ୍ଟାର୍ଜୀ ହେଉଛନ୍ତି ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ। ତାଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ମୋ ଜୀବନର ଏକ ବଡ ସଫଳତା ଥିଲା ବୋଲି କହିଛନ୍ତି ଅକ୍ଷୟ ପରିଜା। ସେ ସ୍ୱପ୍ନ ‘ବେଲାସୁରୁ’ ଜରିଆରେ ସାକାର…

ଆସୁଛି ଓଡିଆ ଆକ୍ସନ୍ ଥ୍ରୀଲର ଫିଲ୍ମ “ଗୁରୁଦେବ”

ଭୁବନେଶ୍ୱର: କରୋନା ମହାମାରୀ ପରେ ଧୀରେଧୀରେ ସକ୍ରିୟ ହେଲାଣି ଓଲିଉଡ ଇଣ୍ଡଷ୍ଟ୍ରୀ । ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କ ସମେତ ପ୍ରଯୋଜକ ବି ଫିଲ୍ମ ନିର୍ମାଣ କରିବାକୁ ଅଣ୍ଟା ଭିଡିଲେଣି । ଆଗାମୀ ଦିନରେ ଖୁବଶୀଘ୍ର ନବାଗତ ନାୟକ ଦେବାନନ୍ଦଙ୍କୁ ନେଇ ରିଲିଜ୍ ହେବ ଆକ୍ସନ ଥ୍ରୀଲର ଫିଲ୍ମ…

ମୋ ପୁଅ ଗାୟକ ନ ହେଉ; ସୋନୁ ନିଗମ୍ !

ମୁମ୍ବାଇ: ଭାରତର ଜଣାଶୁଣା ଗାୟକ ସୋନୁ ନିଗମ । କେବଳ ହିନ୍ଦୀ ନୁହେଁ ବରଂ କନ୍ନଡ, ତାମିଲ, ବେଙ୍ଗଲି, ଗୁଜରାଟି ଓ ଓଡିଆ ଭାଷାରେ ବି ସେ ଅନେକ ସୁପରହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଖାସ କରି ଓଡିଆ ଗୀତ ଭାବେ ପୁଚୁକି ଗାଲି ଆଜି ବି ଦର୍ଶକଙ୍କ ଗହଣରେ ଲୋକପ୍ରିୟ ତାଲିକାରେ ରହିଛି ।…

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ସୂଚନା ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ଦେଇଛନ୍ତି। ସେ ଲେଖିଛନ୍ତି ଯେ, ''କରୋନା ସଂକ୍ରମଣର କିଛି ଲକ୍ଷଣ ଅନୁଭବ କରିବା ପରେ ମୋର ଆଜି ଏକ କୋଭିଡ ପରୀକ୍ଷା କରାଯାଇଥିଲା,…

ଓଡ଼ିଶାର ପୂର୍ବତନ ଡିଜିପି ଏସ.କେ ଚାଟାର୍ଜୀଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଶାର ପୂର୍ବତନ ଡିଜିପି ଏସ.କେ ଚାଟାର୍ଜୀଙ୍କର ଶନିବାର ରାତିରେ ନୂଆଦିଲ୍ଲୀ ଠାରେ ଦେହାନ୍ତ ହୋଇଛି। ଏନେଇ ଓଡିଶା ଡିଜିପି ଅଭୟ ରବିବାର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । https://twitter.com/DGPOdisha/status/1327907631466332160?s=19 ୧୯୬୬ ବ୍ୟାଚର ଏହି…

ସୁଇସାଇଡ୍ ସ୍କ୍ୱାର୍ଡରେ ଆସୁଛନ୍ତି ସିଲ୍‌ଭଷ୍ଟର୍ !

ଭୁବନେଶ୍ୱର: ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ହଲିଉଡ ହେଭିୱେଟ୍ ସିଲ୍‌ଭଷ୍ଟର୍ ଷ୍ଟେଲୋନ୍‌ଙ୍କ ନୂଆ ମୁଭି "ଦ ସୁଇସାଇଡ୍ ସ୍କ୍ୱାର୍ଡ" । ଏ ନେଇ ଖୋଦ ଫିଲ୍ମର ନିର୍ଦ୍ଦେଶକ ଜେମ୍ସ ଗନ୍ ସୋସିଆଲ୍ ମିଡିଆରେ କନଫର୍ମ କରିଛନ୍ତି । ୨୦୧୬ରେ ଫିଲ୍ମର ପ୍ରିକ୍ୱେଲ ପାର୍ଟ ଦର୍ଶକଙ୍କ ସାମ୍ନାକୁ…

ଭୁବନେଶ୍ୱରରେ କମୁଛି କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମୁଛି କରୋନା । ଧୀରେ ଧରରେ ପଜିଟିଭ ସଂଖ୍ୟା ହ୍ରାସ ପାଉଛି । ଗତ କିଛି ଦିନ ହେବ ରାଜଧାନୀରେ ଶହେ ତଳକୁ କରୋନା ରୋଗୀ ବାହାରୁଛନ୍ତି । ଗତ ୨୪ ଘାଂଟାରେ ୫୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ସଙ୍ଗରୋଧରୁ ୧୧ ଓ ସ୍ଥାନୀୟ ଅଂଚଳରୁ ୪୬ ଜଣ…

ଏକାସାଙ୍ଗେ ୬ ଲକ୍ଷରୁ ଅଧିକ ଦୀପ ପ୍ରଜ୍ଵଳନ କରି ବିଶ୍ୱ ରେକର୍ଡ ସୃଷ୍ଟି କଲା ଅଯୋଧ୍ୟା ଦୀପୋତ୍ସବ

ନୂଆଦିଲ୍ଲୀ: ଦୀପାବଳୀ ଉପଳକ୍ଷେ ସାରା ଅଯୋଧ୍ୟାରେ ନଗରୀ ଉତ୍ସବମୁଖର ହୋଇଉଠିଛି। ରାମନଗରୀର ସ‌ୌନ୍ଦର୍ଯ୍ୟ ଦୀପାବଳିର ଦୀପ ସମୂହରେ ବହୁଗୁଣିତ ହୋଇଛି। ଶୁକ୍ରବାର ଅର୍ଥାତ୍‌ ଦୀପାବଳି ଉତ୍ସବରେ ଅଯୋଧ୍ୟାର ଦୀପୋତ୍ସଭରେ ଦୀପ ପ୍ରଜ୍ଵଳନ ପାଇଁ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଏକାସାଙ୍ଗରେ…