ପରୋକ୍ଷ ଭାବେ ଚାଇନାକୁ ଟାର୍ଗେଟ୍ କଲା ଭାରତ; ସାର୍ବଭୌମତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଡ।.ଜୟଶଙ୍କର ଶନିବାର ଦିନ ୧୫ ତମ ପୂର୍ବ ଏସିଆ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଏହି ସମ୍ମିଳନୀରେ ଭିଏତନାମର ପ୍ରଧାନମନ୍ତ୍ରୀ ନଗୁଏନ୍ ଜୁଆନ୍ ଫୁକ୍ ଅଧ୍ୟକ୍ଷତା କରିଥିଲେ। ସେ ASEAN ର ସଭାପତି ଅଛନ୍ତି।
ତେବେ ସମ୍ମିଳନୀରେ ଚୀନ୍ର ନାଁ…